Home Posts tagged ODISHA.
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୪/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ ନାଇଟରେ ମହୋତ୍ସବ ପଡ଼ିଆରେ ସୃଷ୍ଟି ହୋଇଥିଲା ଏକ ରଙ୍ଗୀନ ମାହୋଲ। ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଯଯାତି ମହୋତ୍ସବରେ।ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ, ଅବକାରୀ ଏବଂ ନିର୍ମାଣ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୩ : ଶନିବାର ଦିନ ୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ବ ପଖାଳ ଦିବସ ଅବସରରେ ପଖାଳ ପରବ ଅନୁଷ୍ଠିତ ହୋଇ ଯାଇଛି ।ଭୁବନେଶ୍ବର ସ୍ଥିତ ପାନ୍ଥ ନିବାସ ଠାରେ ରାଜ୍ୟ ସ୍ତରୀୟ ପଖାଳ ପରବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ତାର ସିଧା ପ୍ରସାରଣ ହୋଇଥିଲା ।ବୌଦ୍ଧ ଟାଉନ ହଲ୍ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର /ରାୟଗଡ଼ା, ୧୧/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା କ୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଅନୁରାଧା ଲିଙ୍ଗମ ତତ୍ୱଧାନରେ ଅନୁଷ୍ଟିତହୋଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କୋଇନ କିମ୍ବାକା ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ Continue Reading
Odisha News
ଭୁବନେଶ୍ୱର, ୨୫/୧: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିକୁ ମାଘ ସପ୍ତମୀ ବା ରଥ ସପ୍ତମୀ କୁହାଯାଏ । ଏହି ଦିନକୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇବା କିମ୍ବା ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ବିଶ୍ବାସ କରାଯାଏ ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ଦ୍ବାରା ଅନେକ ରୋଗବ୍ୟାଧିରୁ […]Continue Reading
Odisha News
ସମ୍ବଲପୁର, ୧୧/୧ : ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପାନୀୟ ଜଳ ସମସ୍ୟାର ସମାଧାନ ସହ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଦିନରେ ରବିବାର ପ୍ରକଳ୍ପର Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୨୬/୧୦ : ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦିପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରୁବାର ଉଦଯାପିତ ହୋଇଯାଇଛି ।ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ,ସମାଜସେବୀ ରୋଟାରୀଆନ ପୁର୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟିତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୬/୮ : ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରା ରୋପଣ ଅଭିଯାନ ଆରମ୍ଭ ହେଉଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ସମସ୍ତେ ଏଥିରେ ସାମିଲ ହେବା, ଆମ ଜନ୍ମଦାତ୍ରୀ Continue Reading
Odisha News
ଭୁବନେଶ୍ୱର, ୬/୯ : ରାଜ୍ୟ ସରକାର ବାୟୋମେଟ୍ରିକ ଉପସ୍ଥାପନାକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମଣ୍ଡଳ ଉନ୍ନୟନ ଅଧିକାରୀ ବାୟୋମେଟ୍ରିକରେ ଉପସ୍ଥାପନ ଦେବେ ବୋଲି ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ ମେସିନ ଲଗାଯିବ । ସମସ୍ତ କାର୍ଯ୍ୟାଳୟରେ ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ Continue Reading
Odisha News
ଭୁବନେଶ୍ବର, ୨୦/୭: ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଉଛି।ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ନିଆଯାଉଛି। ଏଥିଲାଗି ଗ୍ରିନ୍ କରିଡର୍‌ର ବ୍ୟବସ୍ଥା କରାଯାଇଛି।ଏମ୍‌ସ ଭୁବନେଶ୍ବର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୩ : ଆଗଲପୁର (ଡୁଡୁକା ) ବ୍ଲକ ମୁରଶୁଣ୍ଡ ରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ ହୋଇଯାଇଛି।ମୁରଶୁଣ୍ଡ ସରପଞ୍ଚ ରଥି ସାହୁ ଅତିଥି ଭାବରେ ଯୋଗଦେଇ ନୂତନ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ।ରିଜିଓନାଳ ମ୍ୟାନେଜର ବିକାଶ ଭାରତୀ ଓ ବେନ୍ଦ୍ରା ବ୍ରାଞ୍ଚ ମ୍ୟାନେଜର ବୃନ୍ଦାବନ ପ୍ରଧାନ ଆସିଷ୍ଟାଣ୍ଟ ମେନେଜର ଜ୍ୟୋତିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।ଅଂଚଳବାସୀଙ୍କୁ ହାତ ପାହାନ୍ତା ରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ Continue Reading