Home Posts tagged ODISHA
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୪: ରଣପୁର ପ୍ରଜା ଆନ୍ଦୋଳନର ମହାନ୍ ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ପାଇଁ କେବଳ ରଣପୁର ନୁହେଁ, ଖୋରଧା ମାଟି ଗୌରବାନ୍ବିତ।ରଣପୁର ବ୍ଲକ୍ ବାଦଭୂଇଁ ଗ୍ରାମରେ ୧୯୧୦ ଜୁଲାଇ ୧୦ ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲ ଗ୍ରାମରେ ୧୯୧୧ ନଭେମ୍ବର ୩୦ରେ ଜନ୍ମ ଗ୍ରହଣ କରିଥିବା ଦିବାକର ପରିଡ଼ା ଏକଦା ଖୋରଧା ହାଇସ୍କୁଲର ଛାତ୍ରଥିଲେ।ଏହି ପରିପ୍ରେକ୍ଷୀରେ ଉଭୟଙ୍କ ଫାଶୀ ଦିବସ ଖୋରଧା ବିଜେବି Continue Reading
Odisha News
ଭୁବନେଶ୍ୱର, ୪/୪ : ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି।ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ସ୍ଥାନୀୟ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୪ : ଶୁକ୍ରବାର ରାତି ୯ ଘଣ୍ଟା ସମୟରେ ବଲାସିଙ୍ଗା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ବଡ଼ା ଖାନା ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ବୁଦ୍ଧଦେବଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।ଉକ୍ତ ବଡ଼ା ଖାନା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୪ : ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଆଜି ଏହି ପକ୍ଷ ପାଳନର ତୃତୀୟ ଦିବସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବ ଧାର୍ଯ୍ୟ ଦିବସ ପାଳନ ପ୍ରକାରେ ପାଳିତ ହୋଇଥିଲା ” ଆମ ପୋଷାକ ଆମ ପରିଚୟ ” କାର୍ଯ୍ୟକ୍ରମ ।ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ପିନ୍ଧି ସମସ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୪ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥିମାନେ ଶ୍ରୀ ଗଣେଶ ଠାକୁରଙ୍କ ଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ବୀରେନ୍ଦ୍ର କୁମାର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୩/୪ : ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚରାଭୂମି । ଆଜି ଛତିପୁର ଅଂଚଳରୁ ବ୍ରାଉନ ସୁଗର ଜବତ ସହ ତିନି ଯୁବକ ଗିରଫ ଘଟଣା ଏହାକୁ ପ୍ରମାଣିତ କରୁଛି।ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ ସତ୍ୱେ ଏହି କାରବାରରେ ରୋକ ଲାଗି ପାରୁନି। ତେବେ ଛତିପୂର ଖେଳ ପଡିଆ ଠାରୁ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଗିରଫ ଘଟଣା ଏହାକୁ ସ୍ପଷ୍ଟ କରିଛି।ପ୍ରକାଶ ଥାଉ କି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୪ : ହସ୍ତ ତନ୍ତ ଓ ବୟନ କଳା ହେଉଛି ବୁଣାକାରଙ୍କ କୌଳିକ ବୃତ୍ତି ତଥା ଜୀବନ ଜୀବିକା । ଏହି କଳାକୁ ବଞ୍ଚାଇ ରଖିବା ରେ ସିଏ କରିଥାଏ ଅକ୍ଲାନ୍ତ ପରିଶ୍ରମ ।ପିଢ଼ି ପରେ ପିଢ଼ି ଏ ଭଳି ପାରମ୍ପରିକ କଳାକୁ ବଞ୍ଚେଇ ରଖି ଆସିଛି । ସବୁ ବର୍ଗ ର ଲୋକେ ଯଦି ବୁଣାକାରଙ୍କ ବସ୍ତ୍ର ଆଗ୍ରହ ସହ ପରିଧାନ କରିବେ ତେବେ ସେମାନଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି […]Continue Reading
Odisha News
ମୟୂରଭଂଜ, ୩/୪ : ଅବିନାଶ ବିଜୁଳି ଆଜି ଅପରାହ୍‌ଣରେ ଗାଁ ପୋଖରୀରେ ମାଛ ଧରୁଥିଲେ। ପୋଖରୀରୁ ଫେରିଲା ବେଳକୁ ସାଥୀରେ ମାଛ ନେଇ ଆସିବେ ଏବଂ ଏହା ତରକାରୀ ହେବ ବୋଲି ମଧ୍ୟ ଭାବିଥିଲେ। ଅନ୍ୟପଟରେ ଅବିନାଶଙ୍କ ପତ୍ନୀ ମଧ୍ୟ ‌ସ୍ବାମୀଙ୍କ ଫେରିବା ବାଟକୁ ‌ଅପେକ୍ଷା କରିଥିଲେ।କିନ୍ତୁ ଏକ ଅଭାବନୀୟ ଘଟଣା କ୍ରମରେ ସବୁ ଓଲଟପାଲଟ ହୋଇଗଲା। ପୋଖରୀ ଭିତରେ ଏକ କଉମାଛ ଅବିନାଶଙ୍କ ପାଟି ଭିତରେ ପଶିଗଲା ଏବଂ ତଣ୍ଟିରେ ଅଟକି ଯାଇଥିଲା। କଉମାଛ ହିଁ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ/ଓଡ଼ିଶା ,୩/୪: ଐତିହାସିକ ବାଲିଯାତ୍ରାର ସାଂସ୍କୃତିକ ପରମ୍ପରାକୁ ସଜୀବ ଓ ଅତୁଟ ରଖିବାରେ ସହାୟକ ତଥା ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ର ଜାତୀୟ ମାନ୍ୟତା ପାଇବା ଏବଂ ୟୁନେସ୍କୋ ଅଭିମୁଖେ ଏକ ଗୌରବମୟ ପଦକ୍ଷେପ ଦିଗରେ ଆଗେଇଛି ।ଏହି ଅମୂଲ୍ୟ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପ୍ରସାରରେ ସହାୟତା ପାଇଁ ଥୀଙ୍କର୍ସ କ୍ଲବ ସଭାପତି ବରଦା ଦାସଙ୍କୁ ପବିତ୍ର ଓଡ଼ିଶା ଦିବସ ଉତ୍ସବରେ ନେତାଜୀ ସଂସ୍କୃତି ଭବନରେ ଓଡ଼ିଶା ସରକାର ଙ୍କ Continue Reading
Odisha News
ଭୁବନେଶ୍ୱର,୩/୪ : ଆଜି ଖ୍ରୀଷ୍ଟ ଧର୍ମଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଆଜିର ଦିନରେ ପୁରା ବିଶ୍ୱରେ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ। ତେବେ ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି।କାହିଁକି ପାଳନ ହୁଏ ଗୁଡ ଫ୍ରାଇଡେ:ଖ୍ରୀଷ୍ଟ ଧର୍ମାବଲମ୍ବୀ Continue Reading