
ଭୁବନେଶ୍ୱର, ୨୮/୨ : ଓଡ଼ିଆ ସିନେ ଜଗତର ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି । ସାରା ରାଜ୍ୟବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ସେପଟେ ଉତ୍ତମଙ୍କୁ ଝୁରୁଛି ଓଲିଉଡ୍ ।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ଶେଷ କୃତ୍ୟ ସମ୍ପନ୍ନ ପାଇଁ ସରକାର ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ Continue Reading