
ଭୁବନେଶ୍ୱର, ୨୩/୬: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି ।ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି ପୋଲିସ । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ ତଦନ୍ତରେ ସହଯୋଗ କରିବାକୁ ଏହି ନୋଟିସ୍ ଜାରି କରିଛି ପୋଲିସ ।ସୂଚନା ଥାଉକି, ରଶ୍ମିରେଖାଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲେ ସନ୍ତୋଷ । ସେପଟେ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି ।କ୍ୟାପିଟାଲ୍ […]Continue Reading