Home Posts tagged oas
Odisha News
ଭୁବନେଶ୍ୱର,୩୧/୭: ଓଡ଼ିଶା ଲୋକସେବା ଆୟୋଗ (ଙଚଝଉ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି।ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା […]Continue Reading
Odisha News
କାମକ୍ଷାନଗର,୮/୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷା-୨୦୨୦ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ। ବାପା ରବୀନ୍ଦ୍ର ସେଠୀ ଓ ମା’ ବାସନ୍ତୀ ସେଠୀଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠୀ।ବାପା ଦିନ ମଜୁରିଆ ଭାବେ କାର‌୍ୟ୍ୟ କରୁଥିବା ବେଳେ ମା’ ଗାଁ ଲୋକଙ୍କ ଲୁଗା ପଟା ସଫା କରି ପରିବାର ପୋଷୁଥିଲେ। ମୁନା ସାଙ୍ଗ-ସାଥୀମାନଙ୍କ ଆର୍ଥିକ ସହଯୋଗରେ କଟକର ରେଭେନ୍ସା Continue Reading
Top Stories
ଭୁବନେଶ୍ୱର, ୨୮/୫: ରାଜ୍ୟ ସରକାର ଶନିବାର ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭଞ୍ଜନଗର ଉପଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ରାଜେନ୍ଦ୍ର ମିଞ୍ଜଙ୍କୁ ପଦୋନ୍ନତି ଦେଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର(ପ୍ରଶାସନିକ) ଭାବେ ବଦଳି କରାଯାଇଛି।ସେହିପରି ଗଞ୍ଜାମ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ Continue Reading
Odisha News
ଭୁବନେଶ୍ୱର,୩୧/୩ : ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ।କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ଆଡ୍ମିନିଷ୍ଟ୍ରେସନ୍) ଭାବେ କାର‌୍ୟ୍ୟ କରୁଥିଲେ।ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍ସି)ରେ ଅତିରିକ୍ତ କମିଶନର ଭାବେ କାର‌୍ୟ୍ୟ Continue Reading
Seo wordpress plugin by www.seowizard.org.