Home Posts tagged nobel prize in literature south korean auther han kang
Odisha News
ନୂଆଦିଲ୍ଲୀ,୧୦/୧୦ : ଚତୁର୍ଥ ଦିନରେ ସାହିତ୍ୟ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ୍ ଚଳିତ ବର୍ଷ ନୋବେଲ ପୁରସ୍କାର ଗ୍ରହଣ କରିବେ । ୫୩ ବର୍ଷୀୟ ହାନ୍ କାଙ୍ଗ୍ ଜୀବନଧର୍ମୀ ଆଧ୍ୟାତ୍ମିକା ଲେଖା ପାଇଁ ସେ ଏହି ସମ୍ମାନ ଜନକ ପୁରସ୍କାରରେ ପୁରସ୍କୃତ ହେବେ ।୨୦୨୪ ବର୍ଷ ପାଇଁ ଚିକିତ୍ସା କ୍ଷେତ୍ରରେ ଦୁଇ ଜଣ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ, ପଦାର୍ଥ ବିଜ୍ଞାନରେ ଜନ୍ […]Continue Reading
Seo wordpress plugin by www.seowizard.org.