Home Posts tagged Nimapara
Odisha News
ନିମାପଡ଼ା,୬/୧: ଧଳାଜହର ବିକି ଏକାଥରକେ ଲକ୍ଷପତି ହେବାର ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି।ଏକ କିଲୋ ୮୦ ଗ୍ରାମ୍ ବ୍ରାଉନ୍ସୁଗାର ବିକିବା ପାଇଁ ଯୋଜନା କରୁଥିବା ଜଣେ ଅଭିଯୁକ୍ତ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ହାତରେ ଧରାପଡ଼ିଛି।ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ଏସ୍ଟିଏଫ ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତର ନାମ ହେଲା ସୁଜିତ କୁମାର ମହାନ୍ତି।ସୂଚନା ଅନୁସାରେ ବ୍ରାଉନସୁଗାର ବେପାରୀ ସୁଜିତ କୁମାର Continue Reading
Odisha News
ନିମାପଡ଼ା,୮/୯: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehousing Corporation)ର ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ତାଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି।ଦେବୀ ପ୍ରସାଦ ମହାନ୍ତି ଆଜି ନିମାପଡ଼ାରେ ବସ୍କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ହଠାତ୍ ଚଢ଼ାଉ କରି ତାଙ୍କ Continue Reading
Seo wordpress plugin by www.seowizard.org.