Home Posts tagged nilagiri (Page 2)
Odisha News
ନୀଳଗିରି,୩୧/୩: ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛି। ହତ୍ୟା ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡ଼ିହିସାହିରେ ଶୁକ୍ରବାର ପୁଲିସ ଉପରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ ଅନନ୍ତ ମୁର୍ମୁଙ୍କ ସମେତ ୩ ଜଣ କନେଷ୍ଟବଳ। ତେବେ ପୁଲିସ କୌଶଳ କ୍ରମେ ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ ଗିରଫ କରିବାରେ ସଫଳ ହୋଇଛି।ସୂଚନାଯୋଗ୍ୟ, ଏକ ହତ୍ୟା Continue Reading
Odisha News
ନୀଳଗିରି,୨୪/୩ : ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ। ଏଭଳି ଅଭିଯୋଗ ଆସିଛି କୁଳଡିହା ଅଭୟାରଣ୍ୟରୁ। କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି।ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ। ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନେଇଯାଇଥିବା ଜଣାପଡ଼ିଥିଲା।ଏନେଇ ଡିଏଫ୍ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର Continue Reading
Odisha News
ନୀଳଗିରି,୫/୧ : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା ଭାଲୁର ଜୀବନ। ବାଲେଶ୍ବର ଜିଲ୍ଲା ନୀଳଗିରି ବନ ବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣାଠାରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା। ତିନୋଟି ଭାଲୁଙ୍କର ମୃତଦେହ ଜବତ କରିଛି ନୀଳଗିରି ବନ ବିଭାଗ।Continue Reading
Odisha News
ନୀଳଗିରି,୨୫/୧୧: ଧାରଣା ସ୍ଥଳରେ ବାଇଡ଼ଙ୍କ ପକେଇ ଦେଲେ। ଯିଏ ଧାରଣା ସ୍ଥଳରେ ବସିଲା କୁଣ୍ଡେଇ ହୋଇ ନାକେଦମ ହେଲା। ଧାରଣା ଦେଉଥିବା ଅନେକ ଲୋକେ ଅସମ୍ଭାଳ କଣ୍ଡୁରେ ସ୍ଥାନ ଛାଡ଼ି ଘରକୁ ଚାଲି ଯାଇଥିଲେ। ସେପଟେ ଧାରଣାକୁ ବିରୋଧ କରି କିଛି ଲୋକ ହୋହଲ୍ଲା କରିଥିଲେ। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଆଇଟିଡିଏ ଅଫିସ ଆଗରେ ଆଜି ଉତ୍ତେଜନା ଦେଖାଦେଇଥିଲା। ଧାରଣାରେ ପୂର୍ବତନ ବିଧାୟକ ସାମିଲ ଚିତ୍ତରଂଜନ ଷଡ଼ଙ୍ଗୀ ହୋଇଥିଲେ।ଚିତ୍ତରଞ୍ଜନ କହିଛନ୍ତି, ଗରିବ Continue Reading
Odisha News
ନୀଳଗିରି,୧/୧୧: ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଳଡିହା ଅଭୟାରଣ୍ୟ । ଏଥର କୁଳଡିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ।୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟରେ ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି, କୁଟାରୀ,ହରିଣ,ମଇଁଷି ,ବାଘ,ଭାଲୁ,ହାତୀ ସମେତ ବଣୁଆ କୁକୁର ଓ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି Continue Reading
Top Stories
ନୀଳଗିରି,୧୮/୮: ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ବେଗୁନିଆ ଗାଁରେ। ମୃତ ଶିଶୁ ପୁତ୍ରକୁ ୫ବର୍ଷ ହୋଇଥିଲା।ବେଗୁନିଆ ଗାଁରେ ମେଗା ପ୍ରକଳ୍ପ କାମ ଚାଲିଥିବାରୁ ଗାତ ଗୁଡ଼ିକ ଖୋଳା ଯାଇଥିଲା। ଲଗାଣ ବର୍ଷା ଯୋଗୁ ଏହି ଗାତରେ ପାଣି ପଶିଯାଇଥିଲା।ଆଜି ସକାଳେ ଶିଶୁଟି ଗାତ ନିକଟରେ ଖେଳୁଥିବା ସମୟରେ ସେହି ଗାତରେ ପଡ଼ି ଯାଇଥିଲା। ପରିବାର ଲୋକେ ପିଲାଟିକୁ ଉଦ୍ଧାର କରି Continue Reading