Home Posts tagged NIA-ATS TEAM AT BHUBANESWAR
Odisha News
ଭୁବନେଶ୍ୱର,୯/୭: ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍)।ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ମୁମ୍ବାଇର ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରାଯିବ ବୋଲି ଜଣାଯାଇଛି। ସଞ୍ଜୟ ଜୁମ୍ବେରକୁ ୪ ଦିନିଆ ରିମାଣ୍ଡରେ ନେଇଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍। ଓଟିପି ସେୟାରିଂର ଗୁମର ଖୋଲିବ ବୋଲି ଆଶା କରାଯାଉଛି।ସୂଚନାଯୋଗ୍ୟ, ଆଜି ହେଉଛି ରିମାଣ୍ଡରେ ଦ୍ବିତୀୟ Continue Reading
Seo wordpress plugin by www.seowizard.org.