Home Posts tagged new film jhund
Bollywood
ମୁମ୍ବାଇ, ୮/୨: ନିଜ ‘ଝୁଣ୍ଡ’ ସହ ନଜର ଆସିଲେ ବଲିଉଡର ମହାନାୟକ ବିଗ୍ ବି ତଥା ଅମିତାଭ ବଚ୍ଚନ। ନିଜ ଗ୍ୟାଙ୍ଗକୁ ନେଇ ବାହାରିଲେ ବିଗ୍ ବି। ଛୋଟ ଛୁଆଙ୍କ ଫୌଜ ଭିତରେ ନଜର ଆସିଲେ ଅମିତାଭ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜରରେ।୩୬ ସେକେଣ୍ଡର ଏହି ଟିଜର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସସାଇଟ୍ମେଣ୍ଟ ବଢ଼ିଯାଇଛି। ଟିଜରରେ ବିଗ୍ ବି ‘ […]Continue Reading
Seo wordpress plugin by www.seowizard.org.