
ନୂଆଦିଲ୍ଲୀ,୧୪/୨ :ଏଥର କୁର୍ତ୍ତା ପାଇଜାମା ଓ କୁର୍ତ୍ତା ଚୁଡିଦାର ପିନ୍ଧିବେ ଭାରତୀୟ ନୌସେନା। ଭାରତୀୟ ନୌସେନାର ଅଫିସର୍ସ ମେସ୍ରେ ନୂଆ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ଖୁବଶୀଘ୍ର ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ ବେଡ୍ରୁମ୍ ଓ ଅଫିସର୍ସ ମେସ୍(ରେଷ୍ଟୁରାଣ୍ଟ)ରେ ପାରମ୍ପରିକ ପୋଷାକରେ ନଜର ଆସିବେ। ଏଥିପାଇଁ ମଞ୍ଜୁରୀ ମିଳିଛି।ଭାରତୀୟ ସଂସ୍କଢତିକୁ ଧ୍ୟାନରେ ରଖି ଏହି ଡ୍ରେସ୍କୁ ନୌସେନାରେ ସାମିଲ କରାଯାଇଛି। ଡ୍ରେସ୍ କୋଡ୍ରେ କୁର୍ତ୍ତା, ପାଇଜାମା ଓ Continue Reading