Home Posts tagged New Delhi (Page 142)
Odisha News
ନୂଆଦିଲ୍ଲୀ,୧୯/୮: ବିଶ୍ୱର ଲୋକପ୍ରିୟ ତଥା ବ୍ୟବହାର ବହୁଳ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X(ପୂର୍ବରୁ ଜଣାଶୁଣା ଟ୍ୱିଟର)ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍। ଏହି ଫିଚର୍ ପୂର୍ବରୁ ଉପଲବ୍ଧ ଥିବା ଏକ ସୁବିଧାକୁ ହଟାଇ ଦେବ। X ମାଲିକ ଏଲନ ମସ୍କଙ୍କ ସୂଚନା ଅନୁସାରେ, ଆଗକକୁ ଟ୍ୱିଟରରୁ ବ୍ଲକିଂ ଫିଚର୍ ହଟିଯିବ। ଯାହା ଫଳରେ କୌଣସି ୟୁଜର୍ ଅନ୍ୟ ୟୁଜରଙ୍କୁ ବ୍ଲକ୍ କରିପାରିବେ ନାହିଁ।ବ୍ଲକିଂ ଫିଚର୍ ହଟାଇଲେ ମଧ୍ୟ ମସ୍କ ଆଉ ଏକ ସୁବିଧା ରଖିଛନ୍ତି। ଯଦି […]Continue Reading
National News
NEW DELHI,18 : Congress leader and Wayanad MP Rahul Gandhi will contest the 2024 Lok Sabha elections from Uttar Pradesh’s Amethi, newly appointed President of the Uttar Pradesh Congress Committee, Ajay Rai, confirmed on Friday. This decision sets the stage for a significant electoral battle as Rahul Gandhi’s candidacy places him in direct competition with […]Continue Reading
Odisha News
ନୂଆଦିଲ୍ଲୀ,୧୮/୮: ଆଥଲେଟ୍ ଦୁତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ। ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି।ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଝଜଗଝ ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଘଇଊଇ ଦ୍ୱାରା ନିଷିଦ୍ଧ ଘୋଷିତ ଝଜଗଝ ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ Continue Reading
Odisha News
ନୂଆଦିଲ୍ଲୀ,୧୬/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି ଜ୍ଝ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ Continue Reading
National News
NEW DELHI,AUG 14 : Prime Minister Narendra Modi will lead the country in celebrating the 77th Independence Day from the iconic Red Fort in Delhi on Tuesday. As part of the celebrations, around 1,800 people from different vocations, with their spouses, were invited as special guests. These special guests include over 400 sarpanches of more […]Continue Reading
National News
NEW DELHI,AUG 13: The United Kingdom has no intention of becoming a place where those seeking to evade justice can hide, British Security Minister Tom Tugendhat said, amid India’s continuing push for the extradition of billionaire fugitives Vijay Mallya and Nirav Modi. Tugendhat, without citing specific cases, said legal processes must be adhered to in […]Continue Reading