Home Posts tagged New Delhi (Page 134)
Sports News
ନୂଆଦିଲ୍ଲୀ,୨୫/୯ : ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି।ହରମାନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି।ଏସୀୟ କ୍ରୀଡ଼ାରେ ଏହା ହେଉଛି ଆମ ଦେଶକୁ ମିଳିଥିବା ୧୧ତମ ପଦକ ତଥା କ୍ରିକେଟରୁ ପ୍ରଥମ ସ୍ବର୍ଣ୍ଣ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ Continue Reading
Odisha News Sports News
ହାଙ୍ଗଚୌ,୨୪/୯ : ଆଜି ଚୀନ୍ର ହାଙ୍ଗଚୌରେ ଆରମ୍ଭ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାର ପ୍ରଥମ ଦିବସରେ ଭାରତ ବନ୍ଧୁକ ଚାଳନା ଓ ନୌଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏକ୍ସ’ କରି ‘ଟିମ୍ ଇଣ୍ଡିଆ’ ସୂଚନା ଦେଇଛି।ଆଜିର ଏହି ଏସୀୟ କ୍ରୀଡ଼ା ୨୦୨୩ରେ ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହୋଇଛନ୍ତି ଏୟାର୍ ରାଇଫଲ୍ ଟିମ୍।ସୁଟିଙ୍ଗ୍ ବା ବନ୍ଧୁକ ଚାଳନାରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍ ଏୟାର୍ ରାଇଫଲ୍ ଚାଳନା ପ୍ରତିଯୋଗିତାରେ ଭାରତର ରମିତା, ମେହୁଲି ଘୋଷ Continue Reading
National News
NEW DELHI,SEPT 23 : Khalistani terrorist Hardeep Singh Nijjar, whose killing triggered a massive diplomatic row between India and Canada, played an active role in training, financing and operationalising his outfit and individuals on Canadian soil, says a dossier prepared by Indian intelligence agencies whose details were exclusively accessed by India Today TV. Nijjar had Continue Reading
National News
NEW DELHI,SEPT 23: On Saturday, the National Investigation Agency (NIA) confiscated the properties of a prominent Sikh separatist and close ally of Hardeep Singh Nijjar, whose killing has sparked a diplomatic row between India and Canada. Gurpatwant Singh Pannun, a lawyer believed to be based in Canada, was designated as a terrorist by Indian authorities […]Continue Reading
Odisha News
ନୂଆଦିଲ୍ଲୀ,୨୦/୯ : ମହିଳା ମାନଙ୍କୁ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀ ଶକ୍ତି ବନ୍ଦନା ବିଲ୍’ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଲୋକସଭାରେ ଗୃହୀତ ହୋଇଛି ।ଏହି ବିଲର ସମର୍ଥନରେ ୪୫୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା । ଲୋକସଭାରେ ବିତର୍କ ପରେ ଏହି ବିଲ ପାଇଁ ଭୋଟ ଗ୍ରହଣ ହୋଇଥିଲା, ଭୋଟ ଗ୍ରହଣ ପରେ ବାଚସ୍ପତି ଓମ ବିରଲା ଫଳାଫଳ ଘୋଷଣା କରିଥିଲେ । ଏହି ବିଲଟି […]Continue Reading