ନୂଆଦିଲ୍ଲୀ, ୧୩।୦୫ : ମେ ୨୧ରେ ହେବ ନିଟ୍ ପରୀକ୍ଷା । ପୁର୍ବରୁ ଏହା ମେ ୨୧ ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଏବେ ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି ।କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ […]Continue Reading