Home Posts tagged Nayagarh (Page 23)
Odisha News
କିଶୋର କୁମାର ମହାପାତ୍ରଙ୍କ ରିପୋଟନୟାଗଡ଼,୧୦ ।୬: ଓଡିଶା ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଥିବା ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହେବା ପରେ ନୟାଗଡ ଟାଟାପାୱାର ମନମାନି କରି ଦିନ ରାତି ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି ।ନିୟମିତ ଭାବେ ବିଦ୍ୟତ ବିଲ ପୈଠ କରୁଥିବା ଲକ୍ଷାଧିକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଛି । ଏଥିପାଇଁ ନୟାଗଡ ବିଧାୟକ ଅରୁଣ ସାହୁଙ୍କୁ ଦାୟୀ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୯/୬ : ନୟାଗଡ଼ ପୌର ପରିଷଦ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଜାଗା ସମ୍ପର୍କ ଓ ସଶକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦା ପ୍ରକୃତରେ ସହରର ନିର୍ମାଣ କାରୀ ଜାଗା ମିଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୬: ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଆଲେଖ ପହି , ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଡିଏସପି ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ରଥ ନିର୍ମାଣ ପାଇଁ ୫୩ ଲଗ କାଠର ଆବଶ୍ୟକତା ଥିବା ବେଳେ କାଠର ଅଭାବ ଲାଗି ରଥ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୭/୬ : ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୧୧ ଠାରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦିନିକିଆ ସଂକଳ୍ପ ଶିବିର ପରିପ୍ରେକ୍ଷୀରେ ଆଜି ଡିସିପି କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇ ଯାଇଛି ।ଆସନ୍ତା Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୭/୬: ମଦ ବିରୋଧରେ ତାତିଲେ ମହିଳା। ରାଲି କରି ଗ୍ରାମର ଚୋରା ମଦବେପାରୀ ଓ ମଦୁଆଙ୍କୁ ଦେଲେ ଚେତାବନୀ।ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱପରିବେଶ ଦିବସ ପାଳନ ହେଉଥିବା ବେଳେ,ଗ୍ରାମରେ ଚୋରା ଦେଶୀ ମଦବେପାର , ମଦୁଆଙ୍କ ସଂଖ୍ୟା ଓ ଉତ୍ପାତ ବୃଦ୍ଧି କୁ ନେଇ ତାତିଛନ୍ତି ମହିଳା।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି ଗ୍ରାମରେ।ପ୍ରକାଶ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୬ : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ଗମ୍ଭାରୀଡ଼ିହି ପଂଚାୟତ କୃଷ୍ଣାଦେଇପୁରର ରଶ୍ମିତା ଦୀକ୍ଷିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ରଶ୍ମିତା ଦୀକ୍ଷିତଙ୍କ ବୟସ ୪୩, ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ।ରଶ୍ମିତା ଦୀକ୍ଷିତଙ୍କ ପେଟ ଗଲା ତିନି ମାସ ହେବ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଲା। ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା କରାଇ ପାରି ନଥିଲେ। ଅନନ୍ୟା Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬ : ନୟାଗଡ଼ ମୋଦି ସରକାର ଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ତଥା ମୋଦି ସରକାର ଙ୍କ ଦିତୀୟ ପାଳିର ତୃତୀୟ ବର୍ଷ ପୁର୍ତ୍ତି ଉପଲକ୍ଷେ ବିକାଶ ର ହିସାବ ଦେଇଛି ବିଜେପି।ନୟାଗଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାର ଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୪/୬ : ନୟାଗଡ଼ ଜିଲ୍ଲା ର ଚୁକ୍ତି ଭିତିକ ୨ ଜଣ ଗ୍ରାମ ରୋଜଗାର ସେବକ GRS ଙ୍କୁ ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଭା ପ୍ର ସେ ଚାକିରୀ ରୁ ବହିଷ୍କୃତ କରିଛନ୍ତି । ଶ୍ରୀ ବଳଭଦ୍ର ସ୍ୱାଇଁ ଯିଏକି ଭାପୁର ବ୍ଲକ ଅନ୍ତର୍ଗତ ନି ମାନି GP ପୂର୍ବତନ GRS ତଥା ବର୍ତ୍ତମାନ ବଡ଼ ସହାରା GP ର GRS ଭାବେ କାମ କରୁଥିଲେ ।ତାଙ୍କ ନାମ ରେ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୨/୬ : ସ୍ତ୍ରୀ କୁ ହତ୍ୟା କରିଥିବା ମାମଲାର ଶୁଣାଣି କରି ସ୍ବାମୀ କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ। ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର ଅଜାତି ନାୟକଙ୍କ ପୁଅ ଶ୍ରୀଧର ନାୟକ ନିଜ ସ୍ତ୍ରୀ ସତ୍ୟଭାମା ନାୟକଙ୍କ ଚରିତ୍ର ଉପରେ ସନ୍ଦେହ କରି ଜୀବନରେ ମାରିଦେବା ପାଇଁ ଯୋଜନା କରିଥିଲେ। ସ୍ତ୍ରୀ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୬ : ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁର୍ଦୁରା ପଞ୍ଚାୟତ ଦୁର୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ବିଦ୍ୟାଳୟ ର Continue Reading