କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୫/୬ : ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରି। ନୟାଗଡ଼ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଶ୍ରୀ ରଘୁନାଥ ଙ୍କ ମନ୍ଦିର ଭିତରୁ ବହୁ ପୁରାତନ ପିତଳ ନିର୍ମିତ ରାଧା ମୁର୍ତ୍ତି ଚୋରି ଯାଇଥିବା ମନ୍ଦିର ସୁପରଭାଇଜର ସନ୍ତୋଷ କୁମାର ପ୍ରସାଦ ଟାଉନଥାନା ରେ ଅଭିଯୋଗ କରିଛନ୍ତି।ଲିଖିତ ଅଭିଯୋଗ ଅନୁଯାୟୀ ମନ୍ଦିର ସୁପରଭାଇଜର ଗତ ତା ୨୩/୬/୨୦୨୨ ରିଖ ୧୦ ଘଣ୍ଟା ସମୟରେ ମନ୍ଦିର ରୁ ରାଧା ମୂର୍ତ୍ତି ଚୋରି […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୭/୬ : ରାଜନୈତିକ ଆକ୍ରୋଶ, ଅସହିଷ୍ଣୁତା ଏବଂ ପ୍ରତିଶୋଧ ପରାୟଣତା ହୋଇ ବିରୋଧି ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୀନ ରାଜନିତୀ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାସ ଆଜିର ବିକ୍ଷୋଭ ସଭାରେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ସ୍ୱୟଂଶାସିତ ତଦନ୍ତକାରୀ ସଂସ୍ଥାକୁ ଅପବ୍ୟବହାର କରି ନ୍ୟାସନାଲ ହେରାଲ୍ଡ୍ ଭଳି ଏକ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୬: ଅନନ୍ୟା ଫାଉଣ୍ଡେସନ୍ ଫାଉଣ୍ଡେସନ ତରଫରୁ ନୟାଗଡ଼ ବ୍ଲକ ଗମ୍ଭାରୀଡ଼ିହି ପଂଚାୟତର କୃଷ୍ଣାଦେଇପୁର ଗ୍ରାମର ରଶ୍ମିତା ଦୀକ୍ଷିତଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରାଯାଇଛି।ରଶ୍ମିତା ଦୀକ୍ଷିତଙ୍କ ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ। ରଶ୍ମିତାଙ୍କ ପେଟ ଦୀର୍ଘ ତିନି ମାସ ହେଲା ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥିଲା। ସ୍ଵାମୀଙ୍କ ସ୍ବଳ୍ପ ରୋଜଗାର ଏବଂ ସ୍ୱାମୀ ଚିକିତ୍ସା ପାଇଁ ସେତିକି ସଚେତନ ନଥିବାରୁ ରଶ୍ମିତା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୫/୬: ନୟାଗଡ଼ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପ ପ୍ରାଙ୍ଗଣରେ ଲୋକାର୍ପିତ ହୋଇଛି ସୁନ୍ଦର ଜଗନ୍ନାଥଙ୍କ ଜଣାଣ ମୋ ଧନରେ ମୋ ସୁନାରେ। ଏହି ଜଣାଣ ଟିର ଗୀତିକାର, ସଙ୍ଗୀତକାର ଶ୍ରୀମତୀ ଜୟଶ୍ରୀ ଦେବୀ ହୋଇଥିବା ବେଳେ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି।ଏହି ଅବସରରେ ନାଟ୍ୟକାର, ସଙ୍ଗୀତକାର, ନାଟ୍ୟ ନିର୍ଦେଶକ , ଅଧ୍ୟାପକ ବିଜୟ ଚୌଧୁରୀ , କଣ୍ଠଶିଳ୍ପୀ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/୬: ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିରରେ ବିଜେଡି କୁ ଆକ୍ଷେପ । ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିର ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଜିଲ୍ଲାବାସୀଙ୍କ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୬: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତ ଅଧିନସ୍ଥ ପର୍ଯ୍ୟଟନ ସ୍ଥଳୀ ମା’ ଅସୁରକୁମାରୀ ପୀଠ ଠାରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା ।ଏହି ସଭାରେ ମୁଖ୍ୟଅତିଥି ଭାବରେ ନୟାଗଡ ଜିଲ୍ଲା ଶିକ୍ଷାବିତ୍ ତଥା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୬: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପହି ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପହି ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ପଞ୍ଚାୟତ ସମିତି Continue Reading
NAYAGARH,JUNE 11: At least four people were killed while another one critically injured as an oil tanker exploded after falling off Bada Pandusara bridge at Itamati in Nayagarh district in the wee hours on Saturday. The deceased have been identified as Pankaj Nayaj, Dipu Khatua, Sameer Nayak and Chandan Khatua. All of them were local […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧/୬ :ନୟାଗଡ଼ ସ୍ଥାନୀୟ ଡିଭାଇନ କଲେଜ ପରିସରରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା, ତଥାସ୍ତୁ,ଓ ମା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ, ସହ କବି କଳାକାର, ଓ କଣ୍ଠଶିଳ୍ପୀ କୁଂ ନେଇ ନୂଆ ସ୍ଵର ନିଆରା କଥା “ସାହିତ୍ୟ ସଂଧ୍ୟା”।କାର୍ଯ୍ୟକ୍ରମ ପୂର୍ବରୁ ମା’ଫାଉଣ୍ଡେସନ ତରଫରୁ ବିଶ୍ଵ ପଯ୍ୟାବରଣ ପାଇଁ ଚଳିତ ବର୍ଷ ର ଥିମ୍ “କେବଳ ଗୋଟିଏ ପୃଥିବୀ” କୁ ପ୍ରାଧାନ୍ୟ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୬: ନୟାଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋଲିସ ପ୍ରଶାସନ, ଶିଶୁ ସୁରକ୍ଷା ସଦସ୍ୟମାନେ ଯୋଗଦେଇଥିଲେ।ବିଭାଗୀୟ ଶ୍ରମ ଆୟୁକ୍ତ ବୈଠକରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ Continue Reading