
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୭/୭: ପବିତ୍ର ହେରାପଞ୍ଚମୀ ଅବସରରେ ନୟାଗଡ଼ ର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଶ୍ରୀ ସୃଜନ ପକ୍ଷରୁ ଘିଡିଘିଡି ଗଡ଼େ ରଥ ସଙ୍ଗୀତ ଭିଡିଓ ଲୋକାର୍ପିତ ହୋଇଛି। ଗୁଣ୍ଡିଚା ମନ୍ଦିର ନିକଟ ନନ୍ଦିଘୋଷ ରଥ ସମ୍ମୁଖରେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର ଙ୍କ କର କମଳରେ ସଙ୍ଗୀତ ଭିଡିଓ ଉଦଘାଟିତ ହୋଇଯାଇଛି।ଘିଡିଘିଡି ଗଡ଼େ ରଥ ସଙ୍ଗୀତ ଭିଡିଓ କୁ ଗୀତିକାର ତଥା ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ରଚନା Continue Reading