Home Posts tagged Nayagarh (Page 20)
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼,୩୧/୭: “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ ,ସର୍ବଶିକ୍ଷା ଅଭିଯାନ ଯୋଜନାରେ ପିଲା ମାନଙ୍କୁ ବିଦ୍ୟାଳୟ ମୁହାଁ କରାଇବା ସହିତ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ ଦାୟିତ୍ୱରେ ଥିବା ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଅଜବ ନୀତି ଯୋଗୁଁ ଗ୍ରାମାଞ୍ଚଳ ରେ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୮/୭: ନୟାଗଡ଼ ଡିଆରଡିଏ ସୃଜନ ଗୃହ ରେ ଜିଲ୍ଲାସ୍ତରୀୟ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ମହୋତ୍ସବ ବିଦ୍ୟୁତ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି।ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ,ଓ ବିଦ୍ୟୁତ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୩/୭: ନୟାଗଡ ଜିଲ୍ଳା ଭାପୁର ବ୍ଲକ ଶ୍ରୀ ରାମ ବିହାର ପରିସର ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଶ୍ରୀ ରାମ ଫାଉଣ୍ଡେସନ ଓଡିଶା ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମହିଳା ମାନ ଙ୍କୁ ସ୍ବବଲମ୍ବି କରିବା ପାଇଁ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୂଖ୍ୟ ଅତିଥୀ ଭାବରେ ଶ୍ରୀ ରାମ ଫାଉଣ୍ଡେସନ ର ରାଜ୍ୟ ସଦସ୍ୟ ଆଇନୀଜୀବି ଚିତ ରଞନ କର ଯୋଗ ଦେଇଥିଲେ ।ସ୍ଥାନୀୟ ଅଞ୍ଚଳର ସମାଜ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୨/୭: କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜର ସ୍ଥାବର ସମ୍ପତ୍ତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ସମନ କରାଇବା, ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରତିବାଦ ସଭାରେ ମୋଦିଙ୍କ ଏକଛତ୍ରବାଦ ନୀତି ଏବଂ ବିରୋଧୀ ନେତାଙ୍କ ଉପରେ ପ୍ରତିଶୋଧ ରାଜନିତୀ କୁ ତିବ୍ର ନିନ୍ଦା Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୨୨/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମହିପୁର ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ମା ତାରିଣୀ କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଫଟୋ ସମ୍ବଳିତ ବିଜୁଜନତା ଦଳ ର ବ୍ୟାନର ଲଗାଯାଇ ନୂଆଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଅସନ୍ତୁଷ୍ଠ ବିଜେଡ଼ି ନେତା ଓ କର୍ମୀ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତା୨୦/୭ ବୁଧବାର ଦିନ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନ୍ୟାସନାଲ ଇନସୁରାନ୍ସ କମ୍ପାନୀ ନୟାଗଡ ଶାଖା କାର‌୍ୟ୍ୟାଳୟ କୁ ଭୁବନେଶ୍ୱର କୁ ଉଠାଇ ନେବା ନିଷ୍ପତ୍ତି ଏକ ନିନ୍ଦନୀୟ ନିଷ୍ପତ୍ତି ବୋଲି ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଗତ ଜୁନ ମାସ ୩୦ ତାରିଖ ରେ କାର‌୍ୟ୍ୟାଳୟ କୁ ଉଠାଇ ନିଆଯିବ ବୋଲି ଭୁବନେଶ୍ବର କାର‌୍ୟ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।କମ୍ପାନୀ କୁ ନୟାଗଡ଼ ରୁ ଉଠାଇ ନ ନିଆଯାଉ ବୋଲି କମ୍ପାନୀ ମୁଖ୍ୟ ଆଞ୍ଚଳିକ ପରିଚାଳକ ଙ୍କୁ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୭ : ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାର ଅମରେନ୍ଦ୍ର ସାହୁ ରାଜ୍ୟ ଉପସଭାପତି, ସାରସ୍ଵତ ବିଭୁପଦ ରାଜ୍ୟ ସହ ସମ୍ପାଦକ ଏବଂ ବିଶ୍ବଜିତ ସୁବୁଦ୍ଧି ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।ନୟାଗଡ଼ ଜିଲ୍ଲା ସହିତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର,କୋଭିଡ ସଚେତନତା,ଦିବ୍ୟାଙ୍ଗ, ଅସହାୟ ଙ୍କୁ ସହାୟତା ଏବଂ ପାରିବାରିକ ସମସ୍ୟା ର ସମାଧାନ ଦିଗରେ କାର‌୍ୟ୍ୟ କରିବା ବିଶେଷ କରି ମହାସଂଘ କୁ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୭: ନୟାଗଡ଼ ଏକ୍ସାଇଜ ବିଭାଗକୁ ବଡ ସଫଳତା। ୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ ୧ଲକ୍ଷ ୫ ହଜାର ଟଙ୍କା ଜବତ।ଏକ୍ସାଇଜ ପେଟ୍ରୋଲିଂ ସ୍କ୍ୱାର୍ଡ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପଥର ଚକଡା଼ ଗ୍ରାମର ଗଦାଧର ଦଳେଇ କୁ ଗିରଫ କରିବା ସହ ତାଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ନମ୍ବର ଓଡି ୨୫ ୯୨୯୬ ପଲସର ଗାଡ଼ି କୁ ଜବତ କରିବା ସହ […]Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ ନୟାଗଡ଼, ୧୩/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡ଼ାଝୋଲା ପଞ୍ଚାୟତର ବାହାଡାଝୋଲା ସେବାସମବାୟ ସମିତି ର ଅପ୍ରତିଦ୍ଵନ୍ଦୀ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ନୂତନ ସଭାପତି ସୂର୍ଯ୍ୟନାରାୟଣ ସାହୁ ବାହାଡ଼ା ଝୋଲା ସେବାସମବାୟ ସମିତି ର ଦାୟିତ୍ଵ ଗ୍ରହଣ କରିଛନ୍ତି।ଏଥିନେଇ ସେବାସମବାୟ ସମିତି ପରିସରରେ ଆୟୋଜିତ ଏକ ସମାରୋହରେ ନବନିର୍ବାଚିତ ସଭାପତି ଶ୍ରୀ ସାହୁ ଙ୍କ ସମେତ ଉପସ୍ଥିତ ସମସ୍ତ ନବନିର୍ବାଚିତ ଡାଇରେକ୍ଟର Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୨/୭: ଶ୍ରୀ ଶିବ ନାରାୟଣ ଶତପଥୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଡ଼ ରାଜେଶ୍ବରୀ କ୍ଲବ ଦଶପଲ୍ଲା ଆନୁକୁଲ୍ୟରେ କଳା, ସାହିତ୍ୟ ଓ ସଂସ୍କୃତି ର ଭାବମୟ ଉତ୍ତରଣ ଶ୍ରୀ ସୃଜନ ପକ୍ଷରୁ ଏକ ମନୋରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ସାହୁ ସଙ୍ଗୀତ ପରିଚାଳନା କରିଥିବା ବେଳେ ଗୋପିନାଥ ସେଠି ମଞ୍ଚ ସଂଯୋଜନା କରିଥିଲେ। ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ , କୋଷାଧ୍ୟକ୍ଷ ମନୋଜ Continue Reading