Home Posts tagged Nayagarh (Page 19)
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୮: ଭାରତବର୍ଷ କୁ ଇଂରେଜ ଶାସନରୁ ମୁକ୍ତ କରି ସ୍ୱାଧୀନ ଭାରତ ର ନୂତନ ପରିଚୟ ପାଇଁ ଜାତୀୟ କଂଗ୍ରେସ ର ତ୍ୟାଗ ବଳିଦାନର ୭୫ ବର୍ଷ ପରିପ୍ରେକ୍ଷୀରେ ଆଜି ଭାପୁର ଠାରେ ପ୍ରତିକୂଳ ପାଣିପାଗ ସତ୍ୱେ ତହସିଲ କାର୍ଯ୍ୟାଳୟ ଠାରୁ ରାମଧୁନ ଜାତୀୟତାର ଗୀତ ଗାଈ ସ୍ୱାଧୀନତାର ଗୌରବ ପଦଯାତ୍ରା ଖଇରଗାଡ଼ିଆ ଦମକଳ କେନ୍ଦ୍ର ଯାଏଁ ଆସିଥିଲା ।ଭାପୁର ବ୍ଲକ କଂଗ୍ରେସ ସଭାପତି ବାଙ୍କାବିହାରୀ ଧଳ ଏବଂ ଖଣ୍ଡପଡା ବ୍ଲକ କଂଗ୍ରେସ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୨/୮ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୁତି ଶ୍ରବଣ ବାକ ବାଧିତ ପିଲାଙ୍କ ହାତରେ ରାଖୀ ବାନ୍ଧିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କଲେ ଇନର ହ୍ବୁଇଲ କ୍ଲବ ର ସଭ୍ୟ। ଏହି ଉତ୍ସବରେ ଡ଼ ବି ସୂର୍ଯ୍ୟ ରାଓ , ରୋଟାରୀ ଆନ ଅବଦୁଲ୍ ଆରିଫ ଖାଁ ଉପସ୍ଥିତ ରହି ଏହି ପିଲାମାନଙ୍କ ଉନ୍ନତି ପାଇଁ ଇନର ହ୍ବୁଇଲ କ୍ଲବ ର ସଭାପତି ଡ଼ ଜ୍ୟୋସ୍ନା ମୟୀ ପଟ୍ଟନାୟକଙ୍କ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୮: ଦେଶ ସ୍ୱାଧିନତାର ୭୫ବର୍ଷ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ଓ ବଳିଦାନ ସ୍ମୃତିରେ ସ୍ୱାଧିନତାର ଗୌରବ ଯାତ୍ରା ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ଏଆଇସିସିର ସଂପାଦକ ଜି ରୁଦ୍ରରାଜୁ ଜାତୀୟ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।ନୟାଗଡ଼ ଟ୍ରାଫିକ ଛକଠାରେ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ର ଖୁସି ମୁହୁର୍ତରେ ୭୫ ମିଟରର ଜାତୀୟ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୮: ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ଅସମ୍ଭବ। ଏହି ବାର୍ତ୍ତା ଦେଇ ନୟାଗଡ଼ ଇନରହ୍ବୁଇଲ କ୍ଲବ ପକ୍ଷରୁ ପାଣିପୋଇଲା ସ୍ଥିତ ମଦର ଆବାସିକ ଆଶ୍ରମ ବିଦ୍ୟାଳୟ ଠାରେ ଏକ ଶହ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବା ସହ ଆଶ୍ରମ ପିଲା ମାନଙ୍କୁ ପାଠ୍ୟ ଉପକରଣ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା।ଇନରହ୍ବୁଲି କ୍ଲବ୍ ର ସଭାପତି ଡ଼. ଜ୍ୟୋସ୍ନା ମୟୀ ପଟ୍ଟନାୟକ, ସମ୍ପାଦକ ନମିତା ନନ୍ଦ, କାର‌୍ୟ୍ୟକାରୀଣି ସଦସ୍ୟା ସୈାଦାମିନୀ Continue Reading
Odisha News
କିଶୋର ମହାମାତ୍ରଙ୍କ ରିପୋର୍ଟନୟାଗଡ଼,୮/୮ : ନୟାଗଡ଼ ସ୍ଥାନୀୟ ତ୍ରିନାଥ ହୋଟେଲ ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ପଛରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ଫତେଗଡ ଅଞ୍ଚଳର ସିଲି ବାଘା ସିଂ ।ମହିଳା ଜଣଙ୍କ ବିବାହିତା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ତିନି ଦିନ ହେବ ତ୍ରିନାଥ ହୋଟେଲ ରେ […]Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୮/୮ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ମହିପୁରଠାରେ ମାସିକ ଓଡ଼ିଆ ସମ୍ବାଦ ପତ୍ରସତ୍ୟର ସନ୍ଧାନ ଓ ଟାଇମ୍ସ ନିଉଜ ଇଣ୍ଡିଆ” ନିଉଜ ଚାନେଲର କାର୍ଯ୍ୟାଳୟ ତା ୬/୮/୨୨ ରିଖ ଶନିବାର ଦିନ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି।ଏହି ସମ୍ବାଦ ପତ୍ର ର ଯୁବ ଜିଲ୍ଲା ପ୍ରତିନିଧି ଯଶୋବନ୍ତ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ସମାଜସେବୀ ଶଙ୍କର୍ଷଣ ବେହେରା Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼, ୩/୮ : ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶକୁ ଇଂରେଜ କବଳରୁ ସ୍ୱାଧୀନତା ଆଣିବା ପାଇଁ କଂଗ୍ରେସ ଦଳ ବଳିଦାନ ସ୍ମୃତିରେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ ।ଏଥିପାଇଁ ବୁଧବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପିସିସି ମୁଖପାତ୍ର ନିଶିକାନ୍ତ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୮ : ନୟାଗଡ଼ ନୁଆ ରାଜ ବାଟି ସ୍ଥିତ ଟିପିସିଓଡିଏଲ କାର‌୍ୟ୍ୟାଳୟ ରେ ତାଲା। ନୂଆ ରାଜବାଟୀ ରେ ଘର ଭଡ଼ା ନେଇ ଅଫିସ କରିଥିବା ଟିପିସିଓଡିଏଲ ଘର ଭଡ଼ା ଦେଇ ନଥିବାରୁ ଅଫିସ କୁ ତାଲା ପକାଇଛନ୍ତି ରାଜ୍ୟବାଟି କର୍ମଚାରୀ।ଦିର୍ଘ ୧୭ ମାସର ଘରଭଡ଼ା ୧ ଲକ୍ଷ ୩୬ ହଜାର ଟଙ୍କା ବକେୟା ଥିବାବେଳେ ବାରମ୍ବାର ଟଙ୍କା ମାଗୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ବାଧ୍ୟ ହୋଇ ନୂଆ ରାଜବାଟି କର୍ମଚାରୀ […]Continue Reading
Odisha News
ନୟାଗଡ଼, ୧/୮: ନିର୍ବାଚନ ଆସିଲେ ନେତାମାନେ ଦିଅନ୍ତି ଅନେକ ପ୍ରତିଶ୍ରୁତି। ନିର୍ବାଚନ ପରଦିନ ସେସବୁ ହୋଇଯାଏ ପାଣିର ଗାର।କିନ୍ତୁ ନିର୍ବାଚନ ପୁର୍ବରୁ ଦେଇଥିବା ପ୍ରତିଶୃତି କୁ ପାଳନ କରିଛନ୍ତି ନୟାଗଡ଼ ସଦର ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ସମିତି ସଭ୍ୟ ତଥା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଭାଟସାହି ପଞ୍ଚାୟତ ସରପଞ୍ଚ ସାରଦା କୁମାରୀ ସାହୁ ।ଅଭିଭକ୍ତ ଭାଟସାହି ପଞ୍ଚାୟତ ମୁଥାଗାଡିଆ, ଚଣ୍ଡିବସ୍ତ, ଏବଂ ଭାଟସାହି ପଞ୍ଚାୟତ ରେ Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ ନୟାଗଡ଼,୧/୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିନସ୍ଥ ନୂଆଗାଁ ବ୍ଳକର ବାହାଡାଝୋଲା ପୋଲିସ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଞ୍ଚଭୀମସେନ ମଲ୍ଲିକ।ବାହାଡ଼ାଝୋଲା,ହରିପୁର, ବେରୁଆଁବାରି, ସୀଙ୍ଗାରପଲ୍ଲି,ସମେତ ଆଦିବାସୀ ବହୁଳ କାପ୍ତାପଲ୍ଲି ଓ ଗୁମି ୬ ଟି ପଞ୍ଚାୟତ ର ୯୭ ଟି ରାଜସ୍ବ ଗ୍ରାମର ଜନସାଧାରଣ ଙ୍କ ଧନଜୀବନ ର ସୁରକ୍ଷା ଏବଂ ଅଞ୍ଚଳର ଶାନ୍ତିଶୃଙ୍ଖଳା ବଜାୟ ରଖିବା, ବାହାଡ଼ାଝୋଲା ଫାଣ୍ଡି ଅଧିକାରି ଓ Continue Reading