Home Posts tagged Nayagarh (Page 18)
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୯: ନୟାଗଡ ପୈାରପରିଷଦ ପକ୍ଷରୁ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଭୋର ସମୟରେ ରାମଧୁନ ପରିବେଷଣ ହେବା ସହ ସହରରେ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା।ଏଥିସହିତ ପୈାର ପରିଷଦ କାର୍ଯ୍ୟାଳୟରେ ପ୍ରସଙ୍ଗରେ ପୈାର ଅଧ୍ୟକ୍ଷା ନିରୁପମା ଖଟେଇ ପତାକା ଉତ୍ତୋଳନ କରିଥିଲେ। ଅପରାହ୍ନ ରେ ଆୟୋଜିତ କାର୍ଯ୍ୟକ୍ରମରେ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୮ : ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ସମ୍ପାଦକ ଦୁର୍ଯୋଧନ ସାହୁ ଗତ ବୈଠକର ବିବରଣୀ ପଠା କଲାପରେ ମଞ୍ଚ ର ସଭ୍ୟ ବିଶ୍ବନାଥ ନାୟକ, ଅମୁଲ୍ୟ ମହାନ୍ତି,କୁବେର ସାହୁ, ନିରଞ୍ଜନ ନାୟକ, ଅଭିମନ୍ୟୁ ପରିଡ଼ା, ଡ଼ ଗଣେଶ୍ୱର ମିଶ୍ର, ଆଉରଙ୍ଗଜେବ, ଗୋବିନ୍ଦ ମିଶ୍ର, କୃପାସିନ୍ଧୁ ପଣ୍ଡା, ଗୋପାଳ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୯/୮ : ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ପକ୍ଷରୁ ହାଇସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ଜ୍ଞାନ ସମ୍ପର୍କରେ ସଚେତନତା କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ମତେ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ କକ୍ଷ ରେ ଏକ ବିଶାଳ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନାଟକ, ପ୍ରବନ୍ଧ , ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।ଜିଲ୍ଲା ର ୧୭ ଗୋଟି ହାଇସ୍କୁଲ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୮/୮ : ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା ।ଜନସୂଚନା ଅଧିକାରୀଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଙ୍କୁ ନିର୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ ।ସୂଚନା ଅନୁସାରେ ଆବେଦନକାରି ଶିବରାମ ମହାପାତ୍ର ଗତ ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୭/୮: ବିଭିନ୍ନ ସାଙ୍ଗଠନିକ ପଦବୀ ରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ( ବନୁ ଭାଇ)। ଇସ୍ତଫା ସମ୍ପର୍କରେ ୨୨ ମେ ମାସ ୨୦୨୨ ତାରିଖ ରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ନୟାଗଡ଼ ଡ. ଅରୁଣ କୁମାର ସାହୁ ଙ୍କୁ ତାଙ୍କର ଇସ୍ତଫା ସମ୍ପର୍କରେ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ।ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାରୁ ନୟାଗଡ଼ ରେ ପହଞ୍ଚିବା ପରେ […]Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୩/୮: ନୟାଗଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବ୍ୟଙ୍ଗ କାର ରବିନ୍ଦ୍ର ରାଉତଙ୍କ ଦ୍ଵାରା ସମ୍ପାଦିତ ଜିଲ୍ଲାର ପ୍ରଥମ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ କଲମ ଉନ୍ମୋଚନ ହୋଇଯାଇଛି। ଉତ୍କଳଘଣ୍ଟ ଯଦୁମଣି ଙ୍କ କାବ୍ୟ କବିତା ରୁ ବ୍ୟଙ୍ଗ କଲମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ସମାଜ ପରିବର୍ତ୍ତନ ରେ ସହାୟକ ହେବ ବୋଲି ସମ୍ପାଦକ ରବୀନ୍ଦ୍ର ରାଉତ ଆଶା ରଖିଛନ୍ତି।ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ନାଟ୍ୟକାର ଡ. ବିଜୟ କୁମାର ଚୌଧୁରୀ, Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୭/୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ର ୪୦ ଗେଟ୍ ଖୋଲିବା ଦ୍ବାରା ମହାନଦୀର ଜଳସ୍ତର ବଢୁଥିବା ରୁ ନୟାଗଡ଼ ଜିଲ୍ଲାର ତିନୋଟି ବ୍ଲକ ରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟା ପ୍ରଭାବରେ ଗଣିଆ ବ୍ଲକର ବଡମୂଳ, ରାସଙ୍ଗ, କଳାପାଟ ଠାରେ ରାସ୍ତା ଉପରେ ୬ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି।ଏହି ଅଞ୍ଚଳ କୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ କିଶୋର ପ୍ରସାଦ, ଛାମୁଣ୍ଡିଆ,ବଡସିଲିଙ୍ଗା ପଞ୍ଚାୟତ ର Continue Reading
Odisha News
କିଶୋର ମହାପାତ୍ର ରିପୋର୍ଟନୟାଗଡ଼, ୧୭/୮: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରେ ଉଦଘାଟନ ହେଲା ଅତ୍ୟାଧୁନିକ କୈଳାସ ହସ୍ପିଟାଲ। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖରେ ଅବସ୍ଥିତ କୈଳାସ ହସ୍ପିଟାଲ କୁ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀକାନ୍ତ ଖଟେଇ ଯୋଗଦେଇଥିଲେ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୬/୮: ନୟାଗଡ଼ ୭୬ ତମ ସ୍ୱାଧୀନତା ଦିବସ ଅବସରରେ କୋରଡ଼ା ପଞ୍ଚାୟତରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ଓ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ କୋରଡ଼ା ପଞ୍ଚାୟତରେ ଶତାଧିକ ସ୍ଥାନୀୟ ଲୋକେ ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସମାଜସେବୀ ଗୋଲଖ ବିହାରୀ ଗୋଛାୟତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାଇକ Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୮: ନୟାଗଡ଼ ରେଡକ୍ରସ ଫୋରମ୍ ସାଇ ଖାଦ୍ୟ ରଥ ମିଳିତ ଆନୁକୂଲ୍ୟରେ ଅମୃତ ମହୋତ୍ସବ ପାଳନ କରାଯାଇଛି। ଚିକୁ ପଟ୍ଟନାୟକ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାମିଲ୍ ହୋଇ ଅମୃତ ମହୋତ୍ସବ ଉତ୍ସବ କୁ ଉଦ୍ଘାଟନ କରିଥିଲେ।ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଏବଂ ବହୁ ବୁଦ୍ଧିଜୀବୀ, ସମାଜସେବୀ ସେବି ଯୋଗଦେଇ ବିଶାଳ ତ୍ରିରଙ୍ଗା Continue Reading