ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼ ୨୮/୧୦: ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁକଂ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀ କଂ ବମ୍ , ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ ସଂଯୋଗ ଯୋଗୁଁ ଅନେକ ବନ୍ୟପ୍ରାଣୀ କଂର ମୃତ୍ୟୁ ଘଟିବା ସହିତ ଗରିବ ଚାଷୀଟି କ୍ଷତିଗ୍ରସ୍ତ ହେଉଥିବାବେଳେ […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୫/୧୦: ନୟାଗଡ଼ ଟାଉନ ଥାନା ପୁଲିସ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ହୋଇଥିବା ବେଳେ ଏନେଇ ଟାଉନ ଥାନା ପରିସରରେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡ଼ିକିଳା ଗ୍ରାମର Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୩/୧୦ ନୟାଗଡ ନୂଆ ରାଜବାଟୀ କଲ୍ୟାଣୀ ମଣ୍ଡପ ଠାରେ ୪ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନ ସିପ -୨୦୨୨ ରବିବାର ଅନୁଷ୍ଠିତ ହୋଇ ଯାଇଛି ।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ ଯୋଗ ଦେଇ ଟାଇକୋଣ୍ଡ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୨/୧୦ :ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଅଞ୍ଚଳ ରେ ଦିନକୁ ଦିନ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ପୋଲିସ କୁ ଚାଖମା ଦେଖାଇ କରୁଛନ୍ତି ଲୁଟ । ଲୁଟେରା ଗ୍ୟାଙ୍ଗ ର ନଜର ରେ ଏବେ ମନ୍ଦିର ଏବଂ ସ୍କୁଲ । ଫାଣ୍ଡି କର୍ମଚାରୀ ଙ୍କ ଗତିବିଧି କୁ ନଜର କରି ଲୁଟେରା ମାନେ କରୁଛନ୍ତି ଲୁଟ । ଦଶ ଦିନ ମଧ୍ୟରେ ଦୁଇ ଦୁଇ ଟି ସ୍ଥାନ ରେ ଚୋରି […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୧୦: ନୟାଗଡ଼ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଡାହୁକା ନଦୀ କୁଳ ବାଉଁଶ ତୋଟା ରୁ ପାଞ୍ଚ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ସାତ ହଜାର ଟଙ୍କା,୫୧ଟି ତାସ ପତା ଏବଂ ଚାରୋଟି ମୋଟର ସାଇକେଲ ଜବତ କରିଛି ସଦର ଥାନା ପୁଲିସ !ସୂଚନା ଅନୁସାରେ ଡାହୁକା ନଦୀ କୁଳ ରେ ଥିବା ଏକ ବାଉଁଶ ତୋଟା ରେ ଜୁଆ ଖେଳ ଚାଲିଥିବା […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୦/୧୦: ନୟାଗଡ଼ ବ୍ଲକ ଓ ପୌର ପରିଷଦ ବିଜୁ ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ବିଜେଡି କାର୍ଯ୍ୟାଳୟଠାରୁ ବାହାରି କଲିମି ତୋଟାଠାରେ ଶେଷ ହୋଇଛି।ଉକ୍ତ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ସତ୍ୟ ନାରାୟଣ Continue Reading
By Biswabhusan Mohapatra Nayagarh, Oct. 6: A lady bank manager was killed while four others were left battling for life after a passenger bus carrying them overturned mid-way at Daspalla area in Odisha’s Nayagarh district on Wednesday evening. Most of the passengers were returning to Nayagarh after offering their puja at various Durga mandaps in […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୨/୧୦: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି।ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ Continue Reading
ପ୍ରଦିପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୩/୯: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ୟତମ ପ୍ରସିଦ୍ଧ ବ୍ୟବସାୟିକ ପେଣ୍ଠ ବାହାଡାଝୋଲା ର ମାଣିକପାଟଣା ଠାରେ ,ନିୟନ୍ତ୍ରିତ ବଜାର କମିଟି , ବାହାଡାଝୋଲା ,ନୟାଗଡ଼ ଙ୍କ ତରଫରୁ ପ୍ରାୟ ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଯାଉଥିବା କୃଷି ବଜାର ଓ ନୂତନ ଦୋକାନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।ମୁଖ୍ୟଅତିଥି ବିଧାୟକ ଦଶପଲ୍ଲା ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୯: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମିଳିତ ଆନୁକୂଲ୍ୟରେ ବର୍ଷାକାଳୀନ ସାହିତ୍ୟ ଆସର ତଥା ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ଓଡ଼ଗାଁ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ ବିଶେଷ ଅତିଥି,ଡଃ କୈଳାସ ବାଣ୍ଠ ମୁଖ୍ୟବକ୍ତା ଏବଂ Continue Reading