ବିଶ୍ୱଭୁଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ, ୧୧/୧୦: ଛାଡ଼ ଖାଇ ପାଳନ ବେଳେ ମାଡ଼ିବସିଲା ମହୀପୁର ବନ ବିଭାଗ ର ଏକ ଟିମ ଦୁଇ କେଜି ମାଂସ ସହ ୫୦୦ଗ୍ରାମ ଫାସ ଜବତ କରିଥିବା ଜଣାପଡିଛି! ଏଥି ସହ ଏହି ଘଟଣା ରେ ଜଣେ ଯୁବକ କୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ! ମିଳିଥିବା ସୂଚନା ଅନୁସାରେ ଗତ କାଲି ଛାଡ଼ ଖାଇ ପଡୁଥିବାରୁ ଶିକାରୀ ମାନେ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୧୧: ଆଜି ସକାଳ ୧୦ଘଟିକା ୩୦ ମିନିଟ୍ ସମୟରେ ନୟାଗଡ଼ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୨୧ଗୋଟି ଅଭିଯୋଗ ପଂଜିକୃତହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୩ଗୋଟି ଅଭିଯୋଗର ଶୁଣାଣି କରାଯାଇ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ,୬/୧୧ :ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ା ଝୋଲା ସେକ୍ସନ ବାଲିଶିସା , ବଧୀଲିପୂରୁ ରିଜର୍ଭ ଜଙ୍ଗଲ ରୁ ଟାଟା ହିଟାଜୀ ଜବତ୍ କରିଛନ୍ତି ।ଓଡ଼ଗାଁ ବନାଞ୍ଚାଳ ଅଧିକାରୀ ଆସିସ କୁମାର କଅଁର ଙ୍କ ସୁଚନା ଅନୁସାରେ ଦିନ ଏଗାର ଘଣ୍ଟିକା ସମୟରେ ବିଶେଷ ସୁତ୍ରରୁ ଖବର ପାଇଁ ପଞ୍ଚିରିଡା ରେଞ୍ଜର ଓଡ଼ଗାଁ ରେଞ୍ଜ ର ବାହାଡ଼ା ଝୋଲା ଫରେଷ୍ଟର ଙ୍କ ସହ ସମସ୍ତ ଷ୍ଟାଫ୍ ପହଂଚି ସମସ୍ତ ପ୍ରକାର ତଦନ୍ତ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୧୧: ଡିଭିଜନ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀଜଣେ ଶିକରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛନ୍ତିଅଧିକାରୀ ସଂସାର ବର୍ଗୀଆ ।ଗତକାଲି ରାତିରେ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ସଦଳବଳେ, ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଏକ ଶିକାରୀ ଦଳ ଉପରେ ଅଚାନକ ଚଢାଓ କରିଥିଲେ ଚଢାଓ ସମୟରେ ଅନ୍ୟ ସହଯୋଗୀମାନେ ଖସିଯିବାକୁ ସକ୍ଷମହୋଇଥିବା ବେଳେ ମୂଖ୍ୟ ଶିକାରୀ କୁଲୁରୁକୁମ୍ପା Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୪/୧୧: ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ ରୁ ୩୫ବର୍ଷରଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଶୁକ୍ରବାର ଦିବା ଘ.୧୧.୩୦ମି. ସମୟରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁଅନୁଷ୍ଠିତ ହୋଇଯାଇଛି ।ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକମୁଖ୍ୟ ଅତିଥ୍ ଭାବେ ଯୋଗଦାନ ପୂର୍ବକ ପ୍ରଦୀପ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୧୧: ନୂଆଗାଁ -ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଯନ୍ତ୍ରୀ – ଠିକାଦାର ମଧ୍ୟରେ ସାଲସୁତରା ହୋଇ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ବର୍ତମାନ ମାଳିସାହି ପଂଚାୟତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।ମାଳିସାହି ପଂଚାୟତ ଅନ୍ତର୍ଗତ ଢିପିସାହି ଠାରୁ ବେଗୁନିଆ ସାହିକୁ ଯିବା ଆସିବା କରିବା ପାଇଁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିନାହିଁ। ଯାହାଫଳରେ Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୧୧: ବିଶ୍ବ ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଜୀଉ ଙ୍କ ନାମେ ରେକର୍ଡ ଭୁକ୍ତ ଦେବୋତ୍ତର ଜାଗାରୁ ଜବରଦଖଲ ଉଚ୍ଛେଦଦାବିରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।ଆଞ୍ଚଳିକ ବିକାଶପରିଷଦ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଧାରଣାରେଦିଆଯାଇଥିଲା । ଓଡ଼ଗାଁ ଶ୍ରୀ ରଘୁନାଥ କ୍ଷେତ୍ରଙ୍କ ନାମରେ ଖାତାନମ୍ବର ୮୫, ପ୍ଲଟ ନମ୍ବର ୧୪୧୬ରେ ୪ଡିସିମି ଦେବୋତ୍ତର Continue Reading
By Biswa Bhusan Mahapatra/ Mamata Mahapatra ନୂଆଗାଁ,୩/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଂଚାୟତ ଅନ୍ତର୍ଗତ ଉଦୁଡା ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତ ଦୁଇମାସ ତଳୁ ଉଦୁଡା ଅଂଚଳରେ ଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧୧: ପାଣି ପାଇଁ ରାସ୍ତାରୋକ ଆନ୍ଦୋଳନ । ବିନା ଘୋଷଣାରେ ୩ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ । ,ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆଳରେ ଚଐଊ ପକ୍ଷରୁ ୩ ଦିନ ହେଲା ନୟାଗଡ଼ ମୁନିସିପାଲିଟିରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ଚଐଊ ବିଭାଗ ଅବହେଳା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଏବଂ ମୁନିସିପାଲିଟିର ନବନର୍ବାଚିତ କାଉନସିଲର, ଭାଇସ ଚେୟାର […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୩୦/୧୦: ନୟାଗଡ଼ ବନ୍ୟାଞ୍ଚଳରେ ଦୀର୍ଘଦିନ ଧରି ବାଘଛାଲ ବେପାର କାରବାର ଚାଲି ଆସୁଥିଲା। ନୟାଗଡ଼ ଵନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିଵସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବନବିଭାଗ ଚଣ୍ଡୀଵସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ଵାଳକୁ ଗିରଫ କରିଛି।ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି ବନବିଭାଗ ଜାଣିବାକୁ ପାଇଥିଲା। ତାକୁ ଧରିବା ପାଇଁ Continue Reading