Home Posts tagged Nayagarh (Page 15)
Odisha News
ନୟାଗଡ଼,୨୯/୧୧: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ ମାଣିକେଶ୍ବରୀ ନାମକ ଏକ ଘରୋଇ ବସ୍ ଆସୁଥିଲା। ଆଜି ଭୋର ସମୟରେ ଇଟାମାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ଠିଆ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ ,୨୬/୧୧: ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ । ଅସହାୟ ଗରିବ ଗୁରୁବା ଲୋକଙ୍କ ଚିତ୍କାର ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି ।ପ୍ରତିବର୍ଷ ନୂଆଗାଁ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗର ଅସଲ ମୁଖା ଖୋଲୁଥିବା ସହ ଲୋକପ୍ରତିନିଧି ମାନେ ନିଜ ପନ୍ଚାୟତବାସୀଙ୍କ ପାଇଁ କେତେ ସମସ୍ୟା ଦୂର କରି ପାରୁଛନ୍ତି ତାହାର ପ୍ରତିଛବି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬/୧୧: ନୟାଗଡ଼ ଟାଉନ ଥାନା ପୋଲିସ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣାସହର ରଥଗଡ଼ା ସାହିର ସାଗର ଓରଫ ସିଦ୍ଧାର୍ଥ ପାଣିଗ୍ରାହୀ (୨୪), ନବଘନପୁର ଗ୍ରାମର ସିଲୁ ଓରଫ ଆଶୁତୋଷ କର(୨୨), ନୟାଗଡ଼ ପୁରୁଣାସହର ମଙ୍ଗଳାସାହିର ସିଦ୍ଧୁ ଓରଫ ମନୋରଞ୍ଜନ ଦାସ (୨୮) ସେମାନଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୫/୧୧: ନୟାଗଡ଼ ବ୍ଲକର ଅଧିକାଂସ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ମାନେ ସେମାନଙ୍କ ପରିଚୟ ପତ୍ର ଧରି ଭିର୍ନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ ।ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୨୩/୧୧: କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଙ୍କୁ ଭୟାନକ ରାଗିଙ୍ଗ ଘଟଣା ସାରା ରାଜ୍ୟ ରେ ଚହଳ ସୃଷ୍ଟି କରି ଅଭିଯୁକ୍ତ କୋର୍ଟ ଫରୱାର୍ଡ ହେଇଥିବା ବେଳେ ପୁଣି ଆଜି ନୟାଗଡ଼ ଜିଲ୍ଲା ର ଏକ କଲେଜ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିବା ଭିଡିଓ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।ମିଳିଥିବା ଖବର ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୩/୧୧: ନୟାଗଡ଼ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘଦିନ ହେଲା ପିଇବା ପାଣି ପାଇଁ ଡହକ ବିକଳ ଅବସ୍ଥାରେ ରହି ଆସୁଥିଲେ।ପିଇବା ପାଣି ମୁନ୍ଦେ ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସହରକୁ ଆସୁଥିବା ମହାନଦୀ ପାଣିକୁ ପଞ୍ଚାୟତ ବାସୀ ବ୍ୟବାହାର କରିବାକୁ ବାଧ୍ୟ୍ୟ ହୋଇଥିଲେ।ହେଲେ କିଛିଦିନ ପୂର୍ବେ ପାଣି ଚୋରିକୁ ନେଇ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୫/୧୧: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ସୁନାଖଳା ପଞ୍ଚାୟତ ଏକ ଅଭାବନୀୟ ଘଟଣା ଘଟିଛି । ପୁଣି ଯୌତୁକ ଜୁଇରେ ଆଉ ଜଣେ ବୋହୂ । ଟଙ୍କା ଲୋଭରେ ଦଶବର୍ତ୍ତୀ ହୋଇ ବୋହୂକୁ ନିର୍ମମ ହତ୍ୟା କଲେ ଶାଶୁଘର ଲୋକେ । ଏଭଳି ଅଭିଯୋଗ କରିଛନ୍ତି ମୃତ ଝିଅଙ୍କ ପରିବାର ଲୋକେ ।ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସୁନାଖଳାରେ ଘଟିଛି ଏପରି ଅମାନବୀୟ ଘଟଣା । ଗତ ୧୨ବର୍ଷ ତଳେ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟ ନୂଆଗାଁ, ୧୨/୧୧ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଞ୍ଚାୟତ ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରାଙ୍କୁ ବନବିଭାଗ କର୍ମଚାରୀମାନେ ମଙ୍ଗଳବାର ରାତ୍ରୀରେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀମାନେ କୌଣସି କାରଣରୁ ଅମୂଲ୍ୟକୁ ପିଛା କରି ଶୁଣ୍ଢିଝୋଲା ଗ୍ରାମ ନିକଟରେ ପ୍ରବଳ ମାଡମାରି ରକ୍ତାକ୍ତ କରିଦେଇଥିଲେ।ମାଡ ମାରିସାରିବା ପରେ ଅମୂଲ୍ୟଙ୍କ ଗାଡି ଯାଞ୍ଚ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୂଆଗାଁ ,୧୨/୧୧: ବିବାହିତ ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ। ଏହିଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧୀନରେ ଥିବା ଗୁମୀ ଗ୍ରାମରେ ଜଣେ ବିବାହିତ ମହିଳା ଙ୍କ ସହ ପ୍ରେମ କରି ଜୁବକ ହରଡ଼ ଘଣାରେ ପଡିଥୀବା ଦେଖିବାକୁ ମିଳିଛି।ସ୍ୱାମୀ ଗୋଲଖ ନାଏକ ବାହାରେ ରହି ରୋଜଗାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଛବି ନାଏକ ଭୁବନେଶ୍ୱର ଅଂଚଳର […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୧୧: ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ପରେ ନାକ ଟିମ୍ ଦ୍ବାରା ଯାଞ୍ଚ ପ୍ରକିୟାର ଫଳାଫଳପରେ ଛାତ୍ରଛାତ୍ରୀ, ଅଭିଭାବକ, ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ଟିମ୍ ଦୁଇ ଦିନିଆ ଗସ୍ତରେ ଆସିଥିଲେ।ମହାବିଦ୍ୟାଳୟର ଭିତ୍ତିଭୂମୀ, ଶିକ୍ଷା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ‘B++’ Continue Reading