
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ ,୨୦/୧୨ :ନୟାଗଡ ଜିଲ୍ଲା ଇଟାମାଟି ଥାନା ଲାଠିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ। ମୃତକ ଜଣଙ୍କ ଉକ୍ତ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ବଡ଼ ପୁଅ ଅନିରୁଦ୍ଧ ନାୟକ ହୋଇଥିବା ବେଳେ ଜଣେ ସେନା କର୍ମଚାରୀ ମଧ୍ୟ। ସୂଚନାନୁସାରେ ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କୁ ନେଇ ଗୁଳିକାଣ୍ଡ ଘଟିଛି।ଅନିରୁଦ୍ଧଙ୍କ ବ୍ୟତୀତ ୫ ଜଣ ଆହତ ହୋଇଥିବାର Continue Reading