ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୪ : କଂଗ୍ରେସ ଦଳ ମହିଳାଙ୍କ ସଶକ୍ତିକରଣ ଓ ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସର୍ବଦା ପ୍ରତିବଦ୍ଧ । ପଞ୍ଚାୟତିରାଜ ପ୍ରତିଷ୍ଠାନରେ ୩୩% ସଂରକ୍ଷଣ ଠାରୁ ଆରମ୍ଭ କରି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଏବଂ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କଂଗ୍ରେସ ଦଳ ସବୁବେଳେ ମହିଳାଙ୍କୁ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରୋତ୍ସାହିତ କରିଆସିଛି । ମହିଳାଙ୍କୁ Continue Reading




