ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୧୦ : ନୟାଗଡ ଜିଲ୍ଲାରେ ଯୋଜନାବଦ୍ଧ ଭାବେ ଆଇନଶୃଙ୍ଖଳା ଆଳଦେଖାଇ ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟ ମାନଙ୍କରେ ଶାନ୍ତିର ସହିତ ଚାଲୁଥିବା ଛାତ୍ରସଂସଦ ନିର୍ବାଚନ ପ୍ରକ୍ରିୟା କୁ ବାତିଲ କରାଯାଇ କ୍ୟାମ୍ପସ ଗଣତନ୍ତ୍ର କୁ ହତ୍ୟା କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ କ୍ଷୋଭର ସହିତ ଅଭିଯୋଗ କରିଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଛାତ୍ର ବିରୋଧୀ ନିଷ୍ପତି Continue Reading




