Home Posts tagged navjot singh sidhu
Odisha News
ପଟିଆଲା,୨୬/୫: ପଟିଆଲା ସେଣ୍ଟ୍ରାଲ୍ ଜେଲ୍‌ରେ ସଜା କାଟୁଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ । ୧୯୮୮ ମସିହା ‘ରୋଡ୍ ରେଜ୍’ ମାମଲାରେ କୋଟ୍ ସିଦ୍ଧୁଙ୍କୁ ଦୋଷୀ ସାବସ୍ତ୍ୟ ହୋଇଥିଲେ । ସିଦ୍ଧୁ ଏବେ ଜେଲ୍‌ରେ କିରାଣି ଭାବେ କାର‌୍ୟ୍ୟ କରିବେ ବୋଲି ଜେଲ୍ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।ଏଥିପାଇଁ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍ ରେକର୍ଡଗୁଡ଼ିକୁ କିଭଳି Continue Reading
Seo wordpress plugin by www.seowizard.org.