Home Posts tagged naveen niwas
Odisha News
ଭୁବନେଶ୍ବର, ୮/୬: ନିର୍ବାଚନରେ ପରାଜୟ ପରେ ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ଶନିବାର ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, କଳିକେଶ ସିଂଦେଓ,ସଞ୍ଜୟଦାସ ବର୍ମା, ପ୍ରତାପ ଦେବ ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ।ଦଳର ଆଗାମୀ କାର‌୍ୟ୍ୟପନ୍ଥା, ଆଭିମୁଖ୍ୟ ତଥା ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ବରିଷ୍ଠ ନେତାମାନେ ସୂଚନା ପ୍ରଦାନ କରିଛନ୍ତି। Continue Reading
Odisha News
ଭୁବନେଶ୍ୱର,୨୫/୯: ପୁଲିସ୍ଠାରୁ ନ୍ୟାୟ ନପାଇ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ତାହା ପୁଣି ସବୁଠାରୁ ସମ୍ୱେଦନଶୀଳ ନବୀନ ନିବାସ ନକଟରେ ଥିବା ଗଛରେ ଚଢ଼ିଗଲେ।ସେଠାରେ ଉପସ୍ଥିତ ଥିବା କମିଶନରେଟ୍ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା ପରେ ଭଦ୍ରକ ଓ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି, ଏ ଜୀବନ ରଖିବି କାହିଁକି?ପୂରା ଘଟଣା ଜାଣିବାକୁ ହେଲେ ୨୩ ବର୍ଷ ତଳକୁ ଯିବାକୁ Continue Reading
Seo wordpress plugin by www.seowizard.org.