
ନିତିଶ ଚନ୍ଦ୍ରଙ୍କ ରିପୋର୍ଟ ନବରଙ୍ଗପୁର, ୧୦/୧୧: ଡାବୁଗାଁ ଥାନା ଅଧୀନ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏକ ଦଶମ ଶ୍ରେଣୀର ଛାତ୍ର ସୋମବାର ନିଖୋଜ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲା। ଖବର ପାଇ ଛାତ୍ରଙ୍କ ବାପା ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ଆଣିଥିଲେ। ଏହା ପରେ ବୁଧବାର ସକାଳ ସମୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମାନଗାଁ ସ୍ଥିତ ଅଙ୍ଗିନଦି କୁଳରୁ ମିଳିଥିଲା।ସୂଚନା ଯୋଗ୍ୟ ଡାବୁଗାଁ ଥାନା ଅଧୀନ Continue Reading