ନବରଙ୍ଗପୁର/ ଓଡ଼ିଶା, ୧୯/୯ : ଗଛକାଟି ଫରେଷ୍ଟର ନିଲମ୍ବିତ । ବିନା ଅନୁମତିରେ ବେଆଇନ ଭାବେ ଗଛ କାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଓଡ଼ିଶାର ନବରଙ୍ଗପୁର ଡିଏଫ୍ଓ (DFO) ଉଦୟନ ସୁବୁଦ୍ଧି ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।ନିଲମ୍ବିତ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ନବରଙ୍ଗପୁର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ।ସୂଚନା ଅନୁଯାୟୀ ଫରେଷ୍ଟର ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ Continue Reading




