Home Posts tagged nabarangapur
Odisha News
ନବରଙ୍ଗପୁର, ୧୧/୧: ନିଜ ବେକ କାଟି ଦେଲେ ଗଣିତ ସାର୍। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍ଭିନ୍ ଚଳାଇଛି ପୁଲିସ୍। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ ଆସିଛି ଏପରି ଅଭିଯୋଗ।ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ହେଉଛନ୍ତି ଆଶିଷ କୁମାର ସ୍ୱାଇଁ। ସେ ରାଇଘର ବ୍ଲକ୍ କଚରାପାରାର ଡିଏନ୍କେ ଅଞ୍ଚଳରେ ଘର […]Continue Reading
Seo wordpress plugin by www.seowizard.org.