ଭୁବନେଶ୍ୱର, ୨୯/୧: ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ ଦେଇଛନ୍ତି। ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ। ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ ଶୀଘ୍ର ପ୍ରଦାନ କରିବୁ। କାହା ପାଇଁ ରାଜନୀତି ହୋଇପାରେ, ମୋ ପରିବାର ପାଇଁ ଦୁଃଖଦ ଘଟଣା। ଠିକ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।ଅନ୍ୟପଟେ ପୂର୍ବତନ […]Continue Reading
ଭୁବନେଶ୍ୱର, ୨୩/୧: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ପ୍ରତ୍ୟେକ ଦିନ ଆସୁଛି ରୋଚକ ତଥ୍ୟ । ପୂର୍ବରୁ ବିଜେଡ଼ି ସରକାର ଭୟର ମୁହଁ ଚୁପ କରିବା ବ୍ୟକ୍ତିମାନେ ଧିରେ ଧିରେ ଗଣମାଧ୍ୟମ ଆଗରେ ସବୁକିଛି ଓଗାଳି ଦେଉଛନ୍ତି ।ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ନେତାଠୁ ଜନତା ସମସ୍ତେ କହୁଛନ୍ତି । ଏହି ଚର୍ଚ୍ଚିତ ହତ୍ୟା ମାମଲାରେ ଆଗାମୀ ତଦନ୍ତ ନେଇ ଖୁବ ଶୀଘ୍ର ନିଆଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ […]Continue Reading

ଝାରସୁଗୁଡ଼ା , ୨୦/୧ : ୨୦୨୩ର ସବୁଠାରୁ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କେତେବେଳେ ତଦନ୍ତ ରିପୋର୍ଟରେ ନବଦାସଙ୍କୁ ମରା ଯାଇଥିବା ଗୁଳିର ହିସାବ ମିଳୁନି ତ ଆଉ କେତେବେଳେ ଜବତ ସାମଗ୍ରୀ ତାଲିକାରେ ତାଙ୍କର ସାର୍ଟ ଗାଏବ୍ । ଏବେ ପୁଣି ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାମଲାର ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖିବାକୁ ମିଳିଛି ।ପୂର୍ବତନ ମନ୍ତ୍ରୀ ନବ […]Continue Reading
ସମ୍ବଲପୁର,୧୪/୭: ନବ ଦାସ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାର୍ଜସିଟ ଏକ ରଦ୍ଦି କାଗଜ। ଏହାର ତଦନ୍ତ ଗୋପାଳରୁ ଆରମ୍ଭ ଏବଂ ଗୋପାଳରେ ଶେଷ ହୋଇଛି।ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଏପର୍ୟ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ, ଯାହାଫଳରେ ନବ ଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି। Continue Reading

ଝାରସୁଗୁଡ଼ା,୨୬/୫: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ Continue Reading

ଝାରସୁଗୁଡ଼ା,୨୬/୫: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିବାର ସୂଚନା ହସ୍ତଗତ ହୋଇଛି। ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ବୋଲି କୁହାଯାଉଛି।ତେବେ ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।ମାମଲାର Continue Reading
ଭୁବନେଶ୍ୱର,୭/୩: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମିଶ୍ର କହିଛନ୍ତି ।ଖବର ଅନୁସାରେ ଝିଆରୀଙ୍କ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ, ସେତେବେଳେ ଅଘଟଣ ଘଟି ନ ଥାଇପାରେ ବୋଲି କିଏ କହିବ? ଏ ନେଇ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି, ତେଣୁ ତାଙ୍କ ଝିଆରୀଙ୍କୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ।Continue Reading
ଝାରସୁଗୁଡ଼ା,୫/୩ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଗଲାଣି। ଅଭିଯୁକ୍ତ ଗୋପାଳ ଦାସ ବି ଜେଲ୍ରେ ଅଛନ୍ତି। କିନ୍ତୁ କେଉଁ କାରଣରୁ ନବକୁ ଗୋପାଳ ଦାସ ହତ୍ୟା କଲେ, ଆଜି ପର୍ଯ୍ୟନ୍ତ ତାହା ଜଣାପଡ଼ିଲା ନାହିଁ। ମାସେରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚର ତଦନ୍ତ ପରେ ବି କିଛି ସାମ୍ନାକୁ ଆସୁ ନଥିବାରୁ, ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।ଅନେକ ବର୍ଗର ଲୋକ କହୁଛନ୍ତି ପୁଲିସ୍ କେବଳ […]Continue Reading

ଝାରସୁଗୁଡ଼ା,୩/୩: କ୍ରାଇମ୍ବ୍ରାଞ୍ଚକୁ ଅଦାଲତି ଝଟକା ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତ ଯାଞ୍ଚ ପାଇଁ ବାଙ୍ଗାଲୁରୁର ନିମହାନ୍ସରେ ମେଡିକାଲ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉପରୋକ୍ତ ପ୍ରାର୍ଥନା ନେଇ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ଜଜ କୋର୍ଟରେ Continue Reading

କଟକ,୨୨/୨ : ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ (ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସ) ନେଇ ମାନସିକ ସମସ୍ୟା ସଂପର୍କରେ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟ ଖାରଜ କରି ଦେବା ପରେ ଆଜି ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ।ଏହାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଗୋଟିଏ ପଟେ ଗୋପାଳକୁ Continue Reading