କୋରାପୁଟ,୧୬/୫: ନିଜ ପୁଅକୁ ନୃଶଂସ ବାପା ହତ୍ୟା କରିଥିବା ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ(୧୮)।ସୂଚନା ଅନୁଯାୟୀ, ଗତକାଲି ବାପା ସମରା ନିଶାସକ୍ତ ଅବସ୍ଥାରେ ଖରାବେଳେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ପୁଅ ସହ ତାଙ୍କର ବଚସା ହୋଇଥିଲା। ପରେ ସମରା ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର Continue Reading
କୁଚିଣ୍ଡା,୬/୫: ବାହାଘର ହୋଇ ନପାରିବାରୁ ବାପାଙ୍କୁ ପୁଅ ହତ୍ୟା କରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ତିହାଡିପାଲି ଗ୍ରାମରେ ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପରମାନନ୍ଦ ନାଏକ (୬୨)। ଅଭିଯୁକ୍ତ ପୁଅ ବିକେଶ ନାଏକ (୩୦)କୁ ପୁଲିସ ଅଟକ ରଖିଛି।ସୂଚନା ଅନୁସାରେ ତିହାଡ଼ିପାଲି ଗ୍ରାମର ପରମାନନ୍ଦଙ୍କର ୨ଟି ପୁଅ। ବଡ଼ପୁଅ ହେଉଛି ବିକେଶ। ବିବାହ କରିବାକୁ ବିକେଶର ଇଚ୍ଛା ଥିବା ଥିଲା। କିନ୍ତୁ ପାରିପାରିକ ସମସ୍ୟା Continue Reading
ଯାଜପୁର,୨୧/୪: ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ। ଖରାପ ଭାଷାରେ ଗାଳିଗୁଲଜ କରୁଥିବାବେଳେ ଅଟକାଇବାରୁ ବାପାପୁଅଙ୍କୁ ଛୁରୀ ଭୁସି ଦେଲା ମଦ୍ୟପ ଯୁବକ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମଦନ ମଳିକ। ବାପା ସୁକାନ୍ତ ମଳିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଗଣେଷ ମଳିକଙ୍କୁ ଅଟକ ରଖି ପଚରାଉଚରା Continue Reading

ରାଉରକେଲା/ ବୀରମିତ୍ରପୁର,୫/୪ : ବୀରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ଵସ୍ତିରେ ବଡଭାଇ ଶାବଳରେ ଆକ୍ରମଣ କରି ସାନଭାଇର ଜୀବନ ନେଇଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁଯାଇ ବାରାବାଶ ଗୌଡ଼ଟୋଲି ଵସ୍ତିରେ ରହୁଥିବା ୩୦ ବର୍ଷୀୟ ବୁଧରାମ ମାଝୀ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ମୃତକ ବୁଧରାମଙ୍କର ୪୦ ବର୍ଷୀୟ ବଡ଼ଭାଇ ଶିବାଜୀ ମାଝୀ ମଦ ଧରି ଘରକୁ ଆସିଥିଲା ଏବଂ ସାନଭାଇ ବୁଧରାମ ସହିତ ମିଶି ମଦ୍ୟପନ Continue Reading
ବାଲେଶ୍ୱର,୨୯/୩: ସାତ ଜନମ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ପାରିବାରିକ କଳହ ଯୋଗୁ ଗୋଟିଏ ଜନମରେ ସବୁ ସମ୍ପର୍କ ତୁଟିଗଲା।କୌଣସି କାରଣ ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଛତ୍ରପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁନି ସିଂହ। ଅଭିଯୁକ୍ତ ବୀର ସିଂହଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ଗତକାଲି ବୀର ଓ କୁନି କୌଣସି କାମ […]Continue Reading
ମାର୍ଶାଘାଇ,୧୫/୩: ସ୍ତ୍ରୀଙ୍କୁ ଶାବଳରେ ପିଟିପିଟି ସ୍ବାମୀ ହତ୍ୟା କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କମଳା ଓଝା (୬୨)।ସୂଚନା ଅନୁସାରେ ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୂର ପଂଚାୟତର ମଧୁସୂଦନପୁର ଗ୍ରାମର ଅଜୟ ଓଝା ଓ ତାଙ୍କର ପତ୍ନୀ କମଳା ଓଝା (୬୨)ଙ୍କ ମଧ୍ୟରେ ନିତିଦିନିଆ ଝଗଡ଼ା ହୋଇଥାଏ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। Continue Reading
ବେଙ୍ଗାଲୁର,୧୪/୩:ଡ୍ରମ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ରେଲୱେ ଷ୍ଟେସନରେ ଥୁଆ ହୋଇଥିବା ଏକ ଡ୍ରମରୁ ମହିଳାଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି। ବେଙ୍ଗାଲୁରୁର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲରେ ଏଭଳି କିଛି ଘଟଣା ଘଟିଛି।ଏଠାକାର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲର ମୁଖ୍ୟ ଫାଟକ ନିକଟରେ ଥିବା ଏକ ପ୍ଲାଷ୍ଟିକ ଡ୍ରମ ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ୩୨ରୁ ୩୫ ମଧ୍ୟରେ ହେବ।ଏପର୍ୟ୍ୟନ୍ତ ତଙ୍କର Continue Reading
କଟକ,୫/୩: କଟକ ଜିଲ୍ଲା ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତର ଗୁଆଳିଡ଼ିହ ଗାଁରେ ଶନିବାର (ଗତକାଲି) ନିଜ ବାପା ଓ ଖୁଡ଼ିଙ୍କ ସମେତ ୪ ଜଣଙ୍କୁ କଟୁରୀ ରେ ହାଣି ଫେରାର ହୋଇଯାଇଥିବା ନିଶାସକ୍ତ ଯୁବକକୁ ଆଜି ପୁଲିସ୍ ଗିରଫ କରିଛି। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ।ଗିରଫ ଯୁବକର ନାଁ ସୁରେଶ ମହାନ୍ତି। ସେ ବହୁତ ନିଶା ସେବନ କରେ। ନିଶା ଖାଇ ଖାଇ ତା’ ମୁଣ୍ଡ ଖରାପ ହୋଇଗଲାଣି ବୋଲି ଲୋକେ […]Continue Reading
ନୟାଗଡ଼,୧୯/୨: କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ। ଯିଏ ସମ୍ପତ୍ତି ଲୋଭରେ କୁଆଡେ ଜଣେ ୩୫ ବର୍ଷୀୟ ଦିବ୍ୟଙ୍ଗ ପୁଅକୁ ପିଟିପିଟି ମାରିଦେଇଛି! ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ତେବେ ଗାଁ ଲୋକଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାବତ ମାଆ।ପୂରା ଘଟଣା ଏମିତି। ଦଶପଲ୍ଲା ଥାନା ସିମିଳିସାହି ଗାଁର ଅଲେଖ ପ୍ରଧାନ। ସେ ପ୍ରଥମେ ସୁବର୍ଣ୍ଣ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ବିପିନ ଓ ବିଜୟ ଦୁଇ ପୁଅ […]Continue Reading
କାମାକ୍ଷାନଗର/ପର୍ଜଙ୍ଗ,୧୮/୨: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମଦ୍ୟପ ସ୍ୱାମୀ ଉନ୍ମତ୍ତ କାଣ୍ଡ ଘଟାଇଛି। ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ମଦ୍ୟପ ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ।ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ(୩୫)। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ […]Continue Reading