Home Posts tagged MURDER CASE IN BHUBANESWAR
Odisha News
ଭୁବନେଶ୍ୱର,୩/୭: ପୁଅଙ୍କ ଛୁରାମାଡରେ ବାପା ମୃତ। ଏଭଳି ଘଟଣା ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଆପାର୍ଟମେଣ୍ଟରେ ଘଟିଥିବା ଅଭିଯୋଗ ହୋଇଛି। ଛୁରିରେ ବୀଭତ୍ସ ଭାବେ ପୁଅ ବାପାଙ୍କୁ ହତ୍ୟା କରିଛନ୍ତି। ହସ୍ପିଟାଲ ନେବା ବାଟରେ ବାପାଙ୍କର ମୃତ୍ୟୁ ଘଟିଛି। କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତକରି ଛାନଭିନ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖିଛି।ମୃତକ ଜଣଙ୍କ ହେଉଛନ୍ତି Continue Reading
Seo wordpress plugin by www.seowizard.org.