Home Posts tagged Muniguda (Page 2)
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର: ୧୫/୯ : ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି।ଏହି କ୍ରମରେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସରଡା ଚନ୍ଦ୍ରପୁର ହନମନ୍ତପୁର ବିଜାପୁର ସାରିକିମା ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର ରଥ ଉଲ୍ଲାକା ସୁବାଷ ସାହୁକାର Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା,୧୩/୯: ରାୟଗଡା ଜିଲ୍ଲା ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଏକ ଦାବିପତ୍ର ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ପ୍ରଦାନ କରାଯାଇଛି ।ଆସନ୍ତା ୧୫ ତାରିଖରୁ ଦୁର୍ଗ ଠାରୁ ବିଶାଖାପାଟଣାକୁ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ମୁନିଗୁଡା ରେଳ ଷ୍ଟେସନ ଠାରେ ରହଣିକୁ ନେଇ ଶୁକ୍ରବାର ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ଏକ ଦାବିପତ୍ର ଷ୍ଟେସନ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୧୩/୯: ଧର୍ମ ଜାଗରଣ ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପଶ୍ଚିମ ପକ୍ଷରୁ ଦୁଇଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ପୂର୍ବାହ୍ନ ୧୧ ଘଟିକା ସମୟରେ ଜନ କଲ୍ୟାଣ ଗୁରୁକୁଳ,ମୀନାଖୋଲାଠାରେ ଅନୁଷ୍ଟିତ ହୋଇଯାଇଛି । ଯୁବବର୍ଗଙ୍କୁ ବୈଦିକ ଶିକ୍ଷା, ଧର୍ମ ରକ୍ଷା ବନ୍ଧନ, ଧର୍ମ ରକ୍ଷା ଦିବସ, ଭାରତ ମାତା ପୂଜନ, ସ୍ୱାଧ୍ୟାୟ, ଯୋଗ, ପ୍ରାଣାୟାମ, ବୃକ୍ଷରୋପଣ, ଗୋସେବା, ସାମୁହିକ ଭୋଜନ, ଆଇନ ସହାୟତା, ମହାପୁରୁଷ ଜୟନ୍ତୀ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୫/୯: ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ପ୍ରତିଷ୍ଠିତ ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପଞ୍ଜକୂତ ଚରକ ଆୟୁର୍ବେଦ ଵୈଦ୍ୟ ସଂଘର ପାଞ୍ଚାଜଣ ସଦସ୍ୟ ମାନଙ୍କୁ ଵାଙ୍ଗଲାର ସ୍ଥିତ ଟ୍ରେନସ,ଡିସି ପିଲିନାରୀ ହେଲଥ ସାଇନିସ ଆଣ୍ଡା ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ପାରମ୍ପରିକ ଗୋଷ୍ଠୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ସ୍ବୈଛିକ ପ୍ରମାଣ ପତ୍ର ଯୋଜନାରେ ପାଞ୍ଚା ବର୍ଷ ଅଵଧାର ନବୀକରଣୀୟ ପ୍ରମାଣ ପତ୍ର କରାଯାଇଅଛି ।ଗତ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡ଼ା,୩୧/୮: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ୧୨ଟି ଟିଭି,୮ଟି ଇନଭେଟର ଓ ୫ଟି ବେଟିରି ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ କରିବା ସହ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।ସୂଚନା ଅନୁଯାୟୀ ମୁନିଗୁଡା,ଅମ୍ବାଦଳା, ବିଷମକଟକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଞ୍ଚଳର ସେରକାପାଡ଼ି,ଭୁରୁଷିଖୁମାର,ସିକବନ୍ଧ,ବଡ଼ଲିମା,ବନ୍ଧୁଗୁଡା,ମୁସାନାଳ, ପାଣ୍ଡରାମୁଣ୍ଡା,ଅମ୍ବାଦଳା,ଲାଞ୍ଜିଗଡ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ତା ୨୪/୮ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ (ଏସ ଏସ ଡି) ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ “ଜାତୀୟ ମହାକାଶ ଦିବସ ପାଳନ ହୋଇ ଯାଇଛି ।ଏତିରେ ମୁଖ୍ୟ ଅଥିତି ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର,ବିଦ୍ୟାଳୟ ର ପ୍ର ,ଏଚ ବି ଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ,ଶ୍ରୀ କୁନା କୁମାର ମାଝୀ,ଶ୍ରୀ ମକର ତୁଇକା, ରୁଦ୍ରାଣାୟାନ […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା,୧୯/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା ନିକଟସ୍ଥ ହୁକୁମତାଳା ଠାରେ ଅବସ୍ଥିତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନୁଦାନ ପ୍ରାପ୍ତ ନିସାଦ୍ରୀ ଆବାସିକ ବିଦ୍ୟାଳୟର କୁନିକୁନି ଜନଜାତି ଛାତ୍ରୀମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜୀଵନ ଧାରଣା ପାଇଁ ଅତ୍ୟାବଶ୍ୟକ ପାଣି ପବନରେ ଉତ୍ମ ଗଛ ମାନଙ୍କୁ ରାକ୍ଷୀ ପ୍ରକୃତିର ସୁରକ୍ଷା ଏବଂ ସାମାଜିକ ଉଦ୍ୟୋଗ ଭି ସତ୍ୟ ନାରାୟଣ ରାଓ,ସୂଵତ୍ର ଵିଶ୍ଵାସ ପରିବେଶ ପ୍ରମୀ ଗୈାରଙ୍ଗ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟ ମୁନିଗୁଡ଼ା, ତା ୧୫/୦୮ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ଵାହାଲ ପଦ୍ମପୁର ଗ୍ରାମ ନିକଟସ୍ଥ ପ୍ରସ୍ତାବିତ ଶ୍ରୀ ମା ଶ୍ରୀ ଅରବିନ୍ଦ ଆଶ୍ରମର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୭୮ ତମ ପବିତ୍ର ସ୍ୱାଧୀନତା ଦିବସ ତଥା ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଜନ୍ମତିଥି ପାଳନ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଵନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ବାଲ,ଵନପାଳ ସୁଶ୍ରୀ ପ୍ରମୋଦିନୀ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୧୦/୮ : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ପୂର୍ତ୍ତ ବିଭାଗ ଅତିଥି ଭବନ ପରିସରରେ ବିଷମକଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ମୁନିଗୁଡ଼ା ଅଞ୍ଚଳର ଉନ୍ନୟନକୁ ନେଇ ମୁନିଗୁଡ଼ା ବିଶିଷ୍ଟ ବ୍ୟକ୍ତି ବିଶେଷ,ସାମାଜିକ ସଂଗଠନ ମାନଙ୍କ ସହ ବିଶଦ ଆଲୋଚନା କରିଥିଲେ।ମୁନିଗୁଡ଼ା ଯୁବନେତା ନୀଳାମ୍ବର ବିଭାରଙ୍କ ସଭାପତିତ୍ବ ଓ ସାଂସଦ ପ୍ରତିନିଧି ମାନସ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୮/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା କମ୍ୟୁନିଟ ହଲ ପରିସରରେ ମୁନିଗୁଡ଼ା ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି ।ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀଜଗନ୍ନାଥ ନୁଣ୍ଡୃକାଙ୍କ ସଭାପତିତ୍ବ ଓ ଆଦିବାସୀ ନେତା ରବି ନୁଣ୍ଡରକାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାରଙ୍ଗଧର Continue Reading