
ମୁମ୍ବାଇ,୧୪/୮: ଚଳିତ ବର୍ଷ ଗ୍ଲୋବାଲ୍ ସିଟିଜେନ୍ ଫେଷ୍ଟିଭାଲ୍ର ହୋଷ୍ଟ ହେବେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା।ସେ ଗ୍ଲୋବାଲ୍ ସିଟିଜେନ୍ର ଆମ୍ବାସଡର ।ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଷ୍ଟାର୍ମାନଙ୍କ ଗହଣରେ ଏହି ସମାରୋହ ଆୟୋଜିତ ହେବ। ଗତ ବର୍ଷ ୬ଟି ମହାଦେଶ ଯଥାଲାଗୋସ୍, ସିଓଲ, ପ୍ୟାରିସ୍, ନ୍ୟୁୟର୍କ ସିଟି, ରିଓ ଡି ଜେନିରୋ, ଲସ୍ ଆଞ୍ଜେଲସ, ଲଣ୍ଡନ, ମୁମ୍ବାଇ ଓ ସିଡ୍ନୀରେ ଏକସଙ୍ଗେ ଏହା ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ନ୍ୟୁୟର୍କ ସିଟିର Continue Reading