ମୁମ୍ବାଇ, ୫/୧୧: ଓଡ଼ିଶାର ରାଉରକେଲା, ଝାରସୁଗୁଡା ଦେଇ ପଶ୍ଚିମବଙ୍ଗର ଶାଲିମାରରୁ ମହାରାଷ୍ଟ୍ରର ମୁମ୍ବାଇକୁ ଯାଉଥିବା ଶାଲିମାର ଏକ୍ସପ୍ରେସର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା ।ଶନିବାର ସକାଳେ ମହାରାଷ୍ଟ୍ରର ନାଶିକ ରୋଡ ଷ୍ଟେସନରେ ମୁମ୍ବାଇ ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସର ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା ।ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଶାଲିମାର ଏବଂ ଲୋକମାନ୍ୟ ତିଲକ ଟର୍ମିନାଲ Continue Reading
ମୁମ୍ଵାଇ, ୨୭/୧୦: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା। ବର୍ତ୍ତମାନ ତାଙ୍କ ବିରୋଧରେ ପତ୍ନୀ ଜସ୍ମିନଙ୍କୁ କାରରେ ଧକ୍କା ଦେଇଥିବାର ଅଭିଯୋଗ ହୋଇଛି ।ଏନେଇପୋଲିସ କହିଛି ଯେ କମଲ ମିଶ୍ରାଙ୍କ ପତ୍ନୀ ତାଙ୍କୁ କାରରେ ଆଉ ଏକ ମଡେଲଙ୍କ ସହ ରୋମାନ୍ସ କରୁଥିବା ଦେଖି ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିର୍ମାତା ତାଙ୍କୁ ଠେଲିକି କାରରେ ଚଢାଇ ଦେଇଥିଲେ । ଜସ୍ମିନ୍ଙ୍କ ଅଭିଯୋଗ ପରେ ଆମ୍ବୋଲି ପୋଲିସ ଏହି ବିଷୟରେ ମାମଲାରେ ରୁଜୁ Continue Reading
ମୁମ୍ବାଇ, ୧୭/୧୦: ଡ୍ରଗ୍ସ ସେବନ ନେଇ ପୂର୍ବରୁ ବଦନାମ ଥିବା ବଲିଉଡ୍ ଉପରେ ଖପ୍ପା ଯୋଗ ଗୁରୁ ରାମ ଦେବ ଷ୍ଟାର୍ମାନଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି।ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶା ମୁକ୍ତ ଭାରତ ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ସହ ସଲମାନ ଓ ଶାହରୁଖଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାବା।ତା ସହିତ ଇସ୍ଲାମ୍ରେ ମଦ ହରାମ ବୋଲି କହି ଏହାକୁ ପିଉଥିବା ଲୋକଙ୍କୁ ଅପବିତ୍ର କହିବା ସହ ପାକିସ୍ତାନର ସଂସ୍ଥାପକ ମହମ୍ମଦ […]Continue Reading
ମୁମ୍ବାଇ, ୧୨/୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଆମୀର ଖାନ ଏବଂ କିଆରା ଆଡଭାନୀଙ୍କ ଏକ ଘରୋଇ ବ୍ୟାଙ୍କର ବିଜ୍ଞାପନ ଏବେ ଚର୍ଚ୍ଚାରେ ଅଛି ଜ୍ଝଏହି ବିଜ୍ଞାପନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହା ହିନ୍ଦୁ ଭାବନାକୁ ଆଘାତ ଦେଉଥିବା ବର୍ଣ୍ଣନା କରି ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଛନ୍ତି।ଏହି ପ୍ରତିବାଦ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ବୁଧବାର ଆମୀର ଖାନଙ୍କୁ ଚେତାବନୀ ଦେଇଛନ୍ତି ଜ୍ଝ ନରୋତ୍ତମ ମିଶ୍ରା କହିଛନ୍ତି ଯେ ଭାରତୀୟ ପରମ୍ପରା Continue Reading

ମୁମ୍ୱାଇ, ୧୧/୧୦: ଅମିତାଭ ବଚ୍ଚନ । ନାଁ ହିଁ ଯଥେଷ୍ଟ । ଅଧିକ ପରିଚୟ ଦେବା ଆବଶ୍ୟକ ଦରକାର ପଡେନି । କେବଳ ଭାରତୀୟ ସିନେମାର ‘ମହାନାୟକ’ କହିଲେ ସମସ୍ତେ ବୁଝିଯିବେ । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି, ସୁପରଷ୍ଟାର ଏବଂ ମେଗାଷ୍ଟାର ମଧ୍ୟ ଅଛନ୍ତି । କିନ୍ତୁ କେବଳ ଜଣେ ମହାନାୟକ, ସେ ହେଉଛନ୍ତି ଅମିତାଭ ବଚ୍ଚନ ।ଏବେ କୁହାଯାଉଛି ଯେ, ଯେତେବେଳେ ଜଣେ ଷ୍ଟାର ସଂପୂର୍ଣ୍ଣ ସ୍କ୍ରିନିଂ ପ୍ରଦର୍ଶନ କରେ, ତେବେ ଲୋକମାନେ […]Continue Reading
ମୁମ୍ବାଇ, ୧୦/୧୦: ବଲିଉଡର ଉମ୍ରାଓ ଯାନ ଓରଫ୍ ଏଭର ଗ୍ରୀନ୍ ଅଭିନେତ୍ରୀ ରେଖା । ଆଜି ତାଙ୍କ ୬୮ତମ ଜନ୍ମ ଦିବସ। ରେଖା ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କ ପାଇଁ ଆଜି ବି ଅନେକ ଦିୱାନା ଅଛନ୍ତି । ଆଜି ବି ନିଜର ଅପରୂପ ସୁନ୍ଦରତା ବଳରେ ସେ ବି-ଟାଉନ୍ର ଅନେକ ଯୁବ ଅଭିନେତ୍ରୀଙ୍କୁ ମାତ୍ ଦିଅନ୍ତି । ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା।ରେଖା ସୁନ୍ଦରତାରେ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ଏହି ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ […]Continue Reading

Mumbai, Oct 8: The country’s largest bank, State Bank of India (SBI), will observe Dan Utsav-Joy of Giving week from 2nd-8th October across the nation. Joy of Giving Week is a “festival of philanthropy”, observed every year in India, engaging people through acts of giving money, time, resources, and skills. The festival spans across Corporates, […]Continue Reading
MUMBAI,OCT 8 : A fire broke out at a residential building in the Kurla Tilak Nagar area of Mumbai on Saturday, the Brihanmumbai Municipal Corporation said. As per preliminary information, a level-1 fire broke out at 2:43 pm on the 12th floor of a building at New Tilak Nagar, near Lokmanya Tilak Terminal in Chembur. […]Continue Reading
ମୁମ୍ବାଇ, ୭/୧୦: ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି। ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ। ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିତଲା।ଶୁକ୍ରବାର ମୁମ୍ବାଇରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅରୁଣ ବିରଳ Continue Reading
ମୁମ୍ଵାଇ,୧/୧୦: ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଶୁକ୍ରବାର ଦିନ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ ଆୱାର୍ଡରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ୭୯ ବର୍ଷିୟ ଆଶା ପାରେଖଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ।ବରିଷ୍ଠ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ୮୦ ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପୁରସ୍କାର ପାଇ ସେ ନିଜକୁ ଆଶୀର୍ବାଦ ଏବଂ ଅନୁଭବ Continue Reading