
ମୁମ୍ବାଇ, ୫/୧୧: ଓଡ଼ିଶାର ରାଉରକେଲା, ଝାରସୁଗୁଡା ଦେଇ ପଶ୍ଚିମବଙ୍ଗର ଶାଲିମାରରୁ ମହାରାଷ୍ଟ୍ରର ମୁମ୍ବାଇକୁ ଯାଉଥିବା ଶାଲିମାର ଏକ୍ସପ୍ରେସର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା ।ଶନିବାର ସକାଳେ ମହାରାଷ୍ଟ୍ରର ନାଶିକ ରୋଡ ଷ୍ଟେସନରେ ମୁମ୍ବାଇ ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସର ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା ।ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଶାଲିମାର ଏବଂ ଲୋକମାନ୍ୟ ତିଲକ ଟର୍ମିନାଲ Continue Reading