Home Posts tagged Mumbai (Page 17)
Bollywood
ମୁମ୍ବାଇ,୧୧/୧୨: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ ୧୪,୨୦୨୦ରେ ଏହି ଦୁନିଆରୁ ବିଦାୟ ନେଇ ଯାଇଛନ୍ତି। ଆଉ ଏହି ଘଟଣାକୁ ପାଖାପାଖି ଅଢେଇ ବର୍ଷ ବିତିଯାଇଥିଲେ ବି ଆଜି ପର‌୍ୟ୍ୟନ୍ତ ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିବା ତାଙ୍କ ଫ୍ଲାଟ ଖାଲି ପଡିଛି।କୌଣସି ଭଡାଟିଆ ସେହି ଫ୍ଲାଟ ନେବାକୁ ରାଜି ହେଉନାହାନ୍ତି ଜ୍ଝ ଏହି ଫ୍ଲାଟର ବ୍ରୋକର କୁହନ୍ତି ଯେ ଯେତେବେଳେ ଲୋକମାନେ ଜାଣୁଛନ୍ତି ଯେ ଏହି ଫ୍ଲାଟ ସୁଶାନ୍ତ ସିଂ ରାଜପୁତଙ୍କର Continue Reading
Odisha News
ମୁମ୍ବାଇ,୪/୧୨: ଏକ ଅଜବ ସମ୍ପର୍କ। ଏକ ଅଦ୍ଭୁତ ବନ୍ଧନ। ଆଉ ଏକ ନିଆରା ବିବାହ। ଦୁଇ ଭଉଣୀଙ୍କ ସାତଜନମର ସାଥୀ ହୋଇଛନ୍ତି ଜଣେ ଯୁବକ । ମାନେ ଜଣେ ବରକୁ କନିଆ ଦୁଇ ଭଉଣୀ। ବାଜା ବାଣ ରୋଷଣୀ ସହ ବେଦୀରେ ମନ୍ତ୍ରପାଠ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଛି। ଦୁଇ ଯାଁଳା ଭଉଣୀ ଜଣେ ବରକୁ ବାହା ହୋଇଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ଏହି ଚିତ୍ର ଆସିଛି। ଉଭୟଙ୍କ ପରିବାର ସହମିତିରେ ଏହ ବିବାହ ସମ୍ପନ୍ନ […]Continue Reading
Bollywood
ନୂଆଦିଲ୍ଳୀ, ୧୯/୧୧: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ।ସେମାନେ ଏବେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେଇଥିବା ଖବର ହସ୍ତଗତ ହୋଇଛି। ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ହ୍ରିତିକ୍ ତାଙ୍କ ପ୍ରେମିକା ସବାଙ୍କ ସହ ଏକ ନୂଆ ବିଲ୍ଡିଂ ‘ମନ୍ନତ୍’ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।ସୂତ୍ରରୁ ଜାଣିବାକୁ Continue Reading
Bollywood
ମୁମ୍ଵାଇ ୧୭/୧୧: ବଲିଉଡ ଅଭିନେତା ଅଜୟ ଦେବଗନ । ତାଙ୍କ ଫିଲ୍ମ ଦୃଶ୍ୟମ ରିଲିଜ ପାଇଁ ମାତ୍ର ଗୋଟିଏ ଦିନ ବାକି ଅଛି। ଅଜୟ ଦେବଗନ୍, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନଙ୍କ ଅଭିନୀତ ଚଳଚ୍ଚିତ୍ର ନଭେମ୍ବର ୧୮ ଅର୍ଥାତ୍ ଆସନ୍ତାକାଲି ମୁକ୍ତିଲାଭ କରୁଛି। ରିଲିଜ୍ ପୂର୍ବରୁ ମଧ୍ୟ ଏହି ଫିଲ୍ମ କୋଟି କୋଟି ଟଙ୍କା କଲେକସନ୍ କରିଛି ଏବଂ ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ରଟି ଭଲ ସଂଗ୍ରହ କରିପାରିବ।କହିବାକୁ ଗଲେ ଦର୍ଶକ ଏହି […]Continue Reading
Bollywood
ମୁମ୍ଵାଇ ୧୩/୧୧: କ୍ରୀଡ଼ା ଜଗତର ଷ୍ଟାର କପଲ୍ ସାନିଆଛାଡ଼ପତ୍ର ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ଼ ଘୋଷଣା-ଶୋଏବ । ଦୁହିଁଙ୍କ ଛାଡପତ୍ରକୁ ଖୁବ୍ ଚର୍ଚ୍ଚା। କୁହାଯାଉଛି କି ଉଭୟ ଅଲଗା ହୋଇ ସାରିଛନ୍ତି।ସେମାନଙ୍କ ଛାଡପତ୍ର ଖବର ଇଣ୍ଟରନେଟରେ ଏକ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ଦୁହେଁ ସେମାନଙ୍କ ଛାଡପତ୍ର ବିଷୟରେ କୌଣସି ନିଶ୍ଚିତତା କରିନାହାନ୍ତି। ଏହି ସମୟରେ, ବର୍ତ୍ତମାନ ଏପରି ସୂଚନା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର‌୍ୟ୍ୟ Continue Reading
Bollywood National News
MUMBAI,NOV 11: Popular TV actor Siddhaanth Vir Surryavanshi, known for shows such as “Kkusum”, “Kasautii Zindagii Kay” and “Ziddi Dil Maane Na”, died on Friday after suffering a heart attack at a gym here. He was 46. The actor, known to be a fitness enthusiast, was taken to the Kokilaben Dhirubhai Ambani Hospital at 12.30 […]Continue Reading
Bollywood
ମୁମ୍ଵାଇ,୬/୧୧: ବଲିଉଡ୍ କରିଡରରେ ଏବେ ଖୁସି ଆସିଛି। ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି। ବର୍ତ୍ତମାନ ସେମାନେ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଶୁଣି ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ଏପର‌୍ୟ୍ୟନ୍ତ ଦୁହେଁ ଏ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି ।ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଆଜି ସକାଳ ୮.୩୦ Continue Reading