ମୁମ୍ବାଇ,୨୨/୩: ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଏକ ମୌଳିକ କାହାଣୀକୁ ନେଇ ‘ଡେଲଭରି ବୟ’ ଚଳଚ୍ଚିତ୍ର ଆଧାରିତ। ଲୋକମାନେ ଅନ୍ଲାଇନ୍ରେ ଅନେକ ଜିନିଷ ଅର୍ଡର କରିଥାନ୍ତି।ଉକ୍ତ ସାମଗ୍ରୀକୁ ଠିକ୍ ସମୟରେ ଲୋକଙ୍କ ପାଖରେ ପହଁଚାଇବା ଡେଲିଭରି ବୟର କାମ। କିନ୍ତୁ ଡେଲିଭରି ବୟ ଅନେକ ଅସୁବିଧାର ସାମ୍ନା କରିଥାଏ। ଆଗାମୀ ଏପ୍ରିଲ ମାସରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।ଏହାର ଅଡିଓ ଓ ଟ୍ରେଲର ରିଲିଜ୍ ହେଇଯାଇଛି। କାହାଣୀ ପରିକଳ୍ପନା Continue Reading
ମୁମ୍ବାଇ,୨୦/୩: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଛି।ଇ-ମେଲରେ ସଲମାନଙ୍କୁ ହତ୍ୟା କରାଯିବା ନେଇ ଧମକ ମିଳିବା ପରେ ଏବେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି। ତାଙ୍କ ଘର ବାହାରେ Continue Reading
ମୁମ୍ବାଇ,୧୧/୩: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା।ସତୀଶଙ୍କ ମୃତ୍ୟୁ ତାଙ୍କ ପରିବାରଲୋକଙ୍କୁ ଦେହଲାଇ ଦେଇଛି। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ କହୁଥିବା ବେଳେ ପ୍ରାରମ୍ଭିକ ଶବବ୍ୟବଚ୍ଛେଦ ରିପୋର୍ଟରେ ବି ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ଏବେ ସତୀଶଙ୍କ ମୃତ୍ୟୁ ଘଟଣାରେ Continue Reading
MUMBAI,MAR 5: Television actor Sheezan Khan, the prime accused in co-star and ex-girlfriend actress Tunisha Sharma’s suicide case, has been released on bail from Thane Central Jail on Sunday. The Vasai Court ordered Sheezan’s bail with Rs 1 Lakh surety bond on Saturday and asked the actor to submit his passport as well. Sheezan was […]Continue Reading
ମୁମ୍ବାଇ,୩/୩: ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ସବୁଠି ନିଜ ଆକ୍ଟିଂର ଜାଦୁ ଦେଖାଇ ସାରିଛନ୍ତି ଦୀପିକା। ଏବେ ଏହି ଅଭିନେତ୍ରୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ୯୫ତମ ଓସ୍କାର ପୁରସ୍କାର ପାଇଁ ତାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଯାହା ଭାରତୀୟଙ୍କ ପାଇଁ ବଡ଼ ଖୁସି ଖବର ଆଣି ଦେଇଛି।ଚଳିତ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା। ୯୫ତମ ଓସ୍କାର ପୁରସ୍କାର Continue Reading
ମୁମ୍ବାଇ,୨/୩: ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍। କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ବେଳେ ଏବେ ସେ ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି। ଏହା ସହ ତାଙ୍କର ବଡ଼ ହୃଦୟ ଥିବା ନେଇ ଡାକ୍ତର ତାଙ୍କୁ କହିଥିବା ସୁସ୍ମିତା ଜଣାଇଛନ୍ତି।ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ […]Continue Reading
ମୁମ୍ବାଇ,୨/୩: ବୁଧବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ଗୌରୀ ଖାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୦୯ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଅନୁଯାୟୀ ପଞ୍ଜିକୃତ ହୋଇଛି।ମୁମ୍ବାଇର ବାସିନ୍ଦା ଜସୱନ୍ତ ଶାହ ଅଭିଯୋଗ କରିଛନ୍ତି ଯେ, ଯେଉଁ କମ୍ପାନୀରେ ଗୌରୀ ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି, ସେହି କମ୍ପାନୀ ତାଙ୍କୁ ଠକିଛି। ରିଏଲଇଷ୍ଟେଟ ବ୍ୟବସାୟ Continue Reading
Mumbai,Feb 17: Social media influencer Sapna Gill, who was arrested for allegedly assaulting India opener Prithvi Shaw, was sent into the custody of Mumbai police till February 20 by the Andheri Court on Friday. Sapna was one of eight people arrested by Oshiwara Police after the incident under various sections of the Indian Penal Code […]Continue Reading
ମୁୁମ୍ବାଇ,୮/୨: ପ୍ରେମ ସପ୍ତାହ ଆରମ୍ଭରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ୟ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ମେହନ୍ଦି ଓ ହଲଦୀ ପରେ ବିବାହ ବି ଖୁବ ଧୂମଧାମରେ ହୋଇଛି। ଉଭୟ କିଆରା ଓ ସିଦ୍ଧାର୍ଥ ନିଜ ଇନ୍ଷ୍ଟାଗ୍ରାମରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଖୁବ୍ ସୁନ୍ଦର କ୍ୟାପସନ ବି ଦେଇଛନ୍ତି।‘ଏବେ ଆମର ପରମାନେଣ୍ଟ ବୁକିଂ Continue Reading

MUMBAI,FEB 4: India’s economic image is not affected due to Adani Group’s recent decision to pull out Rs 20,000 crore FPO amid allegations of financial wrongdoings, Finance Minister Nirmala Sitharaman said on Saturday. The finance minister said there has been an accretion of USD 8 billion to the forex reserves in the last two days […]Continue Reading