
ସୈଫାଇ(ୟୁପି), ୧୧/୧୦: ଭାରତୀୟ ରାଜନୀତିର ନେତାଜୀ ଓରଫ ମୁଲାୟମ ସିଂହ ଯାଦବଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ନିଜର ପୈତୃକ ଗ୍ରାମ ଉତ୍ତର ପ୍ରଦେଶର ଇଟାୱା ଅନ୍ତର୍ଗତ ସୈଫାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି।ତାଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେହିପରି ଦଳମତ ନିର୍ବିଶେଷରେ ସମସ୍ତେ ନେତାଜୀଙ୍କ ଅନ୍ତିମ Continue Reading