Home Posts tagged mother kills her son
Odisha News
ବଲାଙ୍ଗୀର, ୯/୨: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଇଛି ନିଜ ଜନ୍ମକଲା ମାଆ। ଅଭିଯୁକ୍ତ ହେଲେ ମୀନା ନାଗ(୩୮)। ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି।ମାଆ କାହିଁକି ଶିଶୁର ତଣ୍ଟି କାଟିଲା କାରଣ ଅସ୍ପଷ୍ଟ Continue Reading
Seo wordpress plugin by www.seowizard.org.