Home Posts tagged more two gates open from hirakud dam
Odisha News
ସମ୍ବଲପୁର, ୨୧/୭: ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍ ଖୋଲିଛି।ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରର ବାମ ପାର୍ଶ୍ବରରୁ ୬ଟି ଓ ଡାହାଣ ପାର୍ଶ୍ବରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍ରେ ପହଂଚି ଥିଲା। Continue Reading
Seo wordpress plugin by www.seowizard.org.