Home Posts tagged monsoon touch in kerak=la by 27th may
Odisha News
ନୂଆଦିଲ୍ଲୀ, ୧୦/୫ : ତାତି ଅସହ୍ୟ ହେଉଥିବାବେଳେ ଆଗାମୀ ଦିନରେ ପାଗରେ ପରିବର୍ତ୍ତନ ହେବ । ଚଳିତ ବର୍ଷ ଖୁବ ଶୀଘ୍ର ଦେଶକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ\’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ପୂର୍ବରୁ ମେ ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ […]Continue Reading