Home Posts tagged monsoon is weak in odisha
Odisha News
ଭୁବନେଶ୍ବର,୩୦/୮ : ମୌସୁମୀଜନିତ ନିମ୍ନଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି।ଫଳରେ ରାଜ୍ୟରେ ଆଜି ଦିନତମାମ ପ୍ରଚଣ୍ଡ ଖରା ହୋଇଥିଲା। ଏହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ହେତୁ ଗୁଳୁଗୁଳି ଅନୁଭୂତ ହେଉଛି।ଅନ୍ୟପଟେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୋମବାର ଦିନ ସୋନପୁର, ବୌଦ୍ଧ, Continue Reading
Seo wordpress plugin by www.seowizard.org.