Home Posts tagged mobile lootera
Odisha News
ଭୁବନେଶ୍ୱର ୨୭/୪ : ପୋଲିସ କବ୍ଜାରେ ମୋବାଇଲ୍ ଲୁଟେରା । ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ ।ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ସ୍ଥାନରେ ଘର ଘର ବୁଲି ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗତ କିଛି ଧରି ଏମାନଙ୍କୁ ଟ୍ରାକ କରୁଥିଲା ।ଶେଷରେ ବୁଧବାର ଦିନ ପୋଲିସ ହାତରେ ଧରାପଡିଛନ୍ତି ଏହି ୨ ମୋବାଇଲ୍ ଲୁଟେରା […]Continue Reading
Seo wordpress plugin by www.seowizard.org.