Home Posts tagged mobile game
Odisha News
କୋରାପୁଟ,୧୫/୪ : କୋରାପୁଟ ଟାଉନ ଥାନା ଅଞ୍ଚଳରେ ଦୁଇ ସାବାଳକ ଜଘନ୍ୟ କାଣ୍ଡ ଘଟାଇଥିବାର ଖବର ମିଳିଛି। ଏଠାରେ ମୋବାଇଲ ଗେମ୍ ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଦୁଇ ସାବାଳକ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି।ମୋବାଇଲ ଗେମ୍ ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ ୨ଜଣଙ୍କୁ ମୋବାଇଲ ଦେଇ ନଥିଲେ। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା […]Continue Reading
Seo wordpress plugin by www.seowizard.org.