
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୮: ସୁକିନ୍ଦା ବିକାଶରେ ଆପଣ ମାନଙ୍କ ଅବଦାନ ଅତୁଳନୀୟ । ବିଗତ ଦିନରେ ସୁକିନ୍ଦା ବିକାଶ କେବଳ ଆପଣ ମାନଙ୍କ ଦ୍ୱାରା ସମ୍ଭବ ହୋଇଛି । ବିଜୟ ପରାଜୟ ରାଜନୀତିର ଅଂଶ । ପରାଜୟ କୁ ଭୁଲି ଆଗଜୁ ବଢିବା ଆଜି ସମୟର ଆହ୍ୱାନ ।ସଙ୍ଗଠିତ ହୁଅନ୍ତୁ ଆଗକୁ ବଢ଼ନ୍ତୁ । ସବୁ ସମୟରେ ଆପଣଙ୍କ ସାଥିରେ ମୁଁ ଥିଲି, ଅଛି ଓ ରହିବି ମଧ୍ୟ । ଆଜି ସୁକିନ୍ଦାଗଡ଼ ପଞ୍ଚାୟତରେ ଆୟୋଜିତ […]Continue Reading