Home Posts tagged miss world 2021
Odisha News
ନୂଆଦିଲ୍ଳୀ ୧୭/୩ : ମିସ୍ ୱାର୍ଲ୍ଡ ୨୦୨୧ କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ମିସ୍ ୱାର୍ଲ୍ଡ ୨୦୨୧ର ରେଜଲ୍ଟ ଆସିଯାଇଛି। ପୋଲାଣ୍ଡର କାରୋଲିନା ବିଲାୱସ୍କା ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡର ମୁକୁଟ ଜିତିଛନ୍ତି।ପୁଏର୍ତୋ ରିକୋର ସାନ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ କରୋନେସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତା କରୋଲିନା ବିଲାୱସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସାଇନି ଏବଂ Continue Reading
Seo wordpress plugin by www.seowizard.org.