Home Posts tagged Mayurbhanj (Page 2)
Odisha News
ମୟୂରଭଞ୍ଜ ,୪/୫ : ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ପ୍ରାୟ ୧୦ଟା ୨୦ରେ ସେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରର ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଧାନ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ପ୍ରମୁଖ ସ୍ୱାଗତ କରିଥିଲେ।ରାଷ୍ଟ୍ରପତି Continue Reading
Odisha News
ମୟୂରଭଞ୍ଜ,୪/୫ ଆଜିଠୁ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସଜେଇ ହୋଇଛି ସମଗ୍ର ମୟୂରଭଞ୍ଚ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ଜନ୍ମମାଟି ପାହାଡପୁରରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ରାଷ୍ଟ୍ରପତି ବାଦାମପାହାଡ ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ପହଞ୍ଚିବା ପରେ ନିଜେ Continue Reading
Odisha News
ମୟୂରଭଞ୍ଜ,୨୫/୪: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଛି ଘଟିଥିବା ଜଣାପଡ଼ିଛି।ଖବରରୁ ପ୍ରକାଶ କି ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶରେ ପିଟିପିଟି ମାରି ଦେଇଛନ୍ତି।ନାଚ Continue Reading
Odisha News
ମୟୁରଭଞ୍ଜ,୨୩/୪ : ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଶୀର୍ଷା ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଅକ୍ଷୟ ତୃତୀୟା ଅବସରରେ ପୂଜା ଓ ହୋମଯଜ୍ଞ ଆୟୋଜିତ ହୋଇଥିଲା। ରଥ ଅନୁକୂଳ ପାଇଁ ହୋମଯଜ୍ଞ ଚାଲିଥିବା ବେଳେ ମନ୍ଦିର ସମ୍ମୁଖରେ ଥିବା ବଉଳ ଗଛରୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନେ ଶୀର୍ଷା ଅଞ୍ଚଳର କୁଞ୍ଜ ବିହାରୀ ସେଠୀ, ସୁଧାଂଶୁ ଶେଖର ସାହୁ , […]Continue Reading
Odisha News
ମୟୂରଭଞ୍ଜ,୬/୪ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳର କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି କରିଛି ପ୍ରଶାସନ।ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ଜାରି ରହିବ। ଆଜି ହନୁମାନ ଜୟନ୍ତୀ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୪୪ ଧାରା ଲଗାଯାଇଥିବା ବୋଲି କରଂଜିଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।ରାମ ନବମୀରେ କୁମ୍ଭାରସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି Continue Reading
Odisha News
ମୟୁରଭଞ୍ଜ,୨୨/୩: ଭାଇ, ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କଲା ଜାଗା । ଜାଗା ବିବାଦରୁ ରକ୍ତ ସମ୍ପର୍କରେ ଦେଖାଦେଲା ତିକ୍ତତା। ଶେଷରେ ଏହି ତିକ୍ତତା ଯୋଗୁ ଗଡ଼ିଲା ମୁଣ୍ଡ । ସାନ ଭାଇ, ଭାଉଜ ମାଡ଼ରେ ଚାଲିଗଲା ବଡ଼ ଭଉଣୀର ଜୀବନ ।ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନିଆବନ୍ଧ ଗାଁରେ ଘଟିଛି । ମୃତା ମହିଳାଜଣକ ହେଲେ ଜବା ବାସ୍କେ । ଜବାଙ୍କୁ ହତ୍ୟା […]Continue Reading
Odisha News
ବାରିପଦା,୨୧/୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀସେନା ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯାଉଛି।ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଡୁମୀସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି। କୁଡୁମୀସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ଜାତୀୟ ରାଜପଥ ଅବରୋଧ କରିଥିବା ପରିଲକ୍ଷିତ ହେଉଛି। ଏହି ବନ୍ଦର ପ୍ରଭାବରେ ଜାତୀୟ ରାଜପଥରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା Continue Reading
Odisha News
ମୟୂରଭଞ୍ଜ,୧୬/୩ :    ‘ତୁମ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ପାଇବାକୁ ଚାହୁଁଛ, ତ ଆମକୁ ୮ଶହ ଦିଅ। ୨ଶହରେ ମାଲ୍ ପିଇବୁ, ଆମ ୬ଶହ ପକେଟ୍ରେ ପଶିବ ।ଅଧା ଟଙ୍କା ଦେଲେ ରିପୋର୍ଟ ବି ଅଧା ପାଇବ। ଜମା ଟଙ୍କା ନ ଦେଲେ ରିପୋର୍ଟ ବି ଜମା ପାଇବ ନାହିଁ। ’ ନିଜ ଛୁଆର ମୃତଦେହକୁ କୋଳରେ ଧରିଥିବା ଜଣେ ବାପା ସହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଚାଲିଛି ଏପରି ମୁଲଚାଲ। ଏପରି ଛାତିଥରେ ଘଟଣାର ଭିଡିଓ […]Continue Reading
Odisha News
କରଞ୍ଜିଆ,୧୬/୧୨: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଏକ ଦନ୍ତା ଶିକାର ପରେ ତାକୁ ପୋଡ଼ି ଦେବା ଘଟଣାରେ ଆସିଛି ନୂଆ ମୋଡ଼। ବିଷ ପିଇ ଆଖି ବୁଜିଲେ ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି।ଏହି ଘଟଣାରେ ପାଟି ଫିଟାଇଲେ ପରିଣାମ ଭୟଙ୍କର ହେବ ବୋଲି ନିଲମ୍ବିତ ୩ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଧମକ ଦେଇଥିଲେ। ଏଥିରେ ଅତ୍ୟଧିକ ଭୟଭୀତ ହୋଇ ପଡ଼ିଥିବା ତୁରାମ ପୂର୍ତ୍ତି ଗତ ୧୧ ତାରିଖ ରାତିରେ […]Continue Reading
Odisha News
କରଞ୍ଜିଆ,୧୯/୧୧: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର‌୍ୟ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ସହିତ ଟାଟାଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ୨ ଜଣ ଆହତ ହୋଇଛନ୍ତି।ମୃତ ମହିଳା ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗାଁର ରାନୁ ମାରାଣ୍ଡି। ରାନୁଙ୍କ ଜ୍ୱାଇଁ ଗାନ୍ଧୀ ହେମ୍ବ୍ରମ ଓ Continue Reading
Seo wordpress plugin by www.seowizard.org.